• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମୋଟୋରୋଲା ପକ୍ଷରୁ ଭାରତରେ ଏହାର ନୂତନ ଫ୍ଲାଗ୍‌ସିପ୍‌ ସ୍ମାର୍ଟଫୋନ୍‌ର ଘୋଷଣା – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
May 19, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
ମୋଟୋରୋଲା ପକ୍ଷରୁ ଭାରତରେ ଏହାର ନୂତନ ଫ୍ଲାଗ୍‌ସିପ୍‌ ସ୍ମାର୍ଟଫୋନ୍‌ର ଘୋଷଣା – ଭୁବନେଶ୍ୱର
Share on FacebookShare on TwitterWhatsapp

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ୧୯ ମଇ,ମଙ୍ଗଳବାର, :- ଅନ୍ୟ ବଜାରଗୁଡିକରେ ବିପୁଳ ସଫଳତା ହାସଲ ପରେ ମୋଟୋରୋଲା ପକ୍ଷରୁ ଭାରତରେ ଏହାର ନୂଆ ମୋଟୋରୋଲା ଏଜ୍‌+ ସ୍ମାର୍ଟଫୋନ୍‌ର ଘୋଷଣା କରାଯାଇଛି । ଏହି ସ୍ମାର୍ଟଫୋନ ଦ୍ରୁତତମ ପ୍ରୋସେସର, ଡାଟା ସ୍ପିଡ୍‌, ବୋଲ୍ଡେଷ୍ଟ ଏଣ୍ଡଲେସ୍ ଏଜ୍‌ ଡିସ୍‌ପ୍ଲେ, ସର୍ବାଧିକ ରିଜୋଲ୍ୟୁସନ କ୍ୟାମେରା, ଲାଉଡେଷ୍ଟ ଅଡିଓ, ବୃହତ୍ ବ୍ୟାଟେରୀ ଓ ପାୱାରହାଉସ୍ ୫ଜି ପ୍ରଦର୍ଶନ ଭଳି ଆହୂରି ଅନେକ ବୈଶିଷ୍ଟ୍ୟରେ ବ୍ୟବସ୍ଥିତ ହୋଇ ଆସିଛି ।

ମୋଟୋରୋଲା ଏଜ୍‌+ରେ ମୋଟୋରୋଲାର ବ୍ରାଣ୍ଡ ନ୍ୟୁ ଏଣ୍ଡଲେସ୍ ଏଜ୍‌ ଆମୋଲେଡ୍ ଡିସ୍‌ପ୍ଲେ ରହିଛି ଯାହାକି ଡିଭାଇସ୍‌ର ଉଭୟ ପାଶ୍ୱର୍କୁ ପ୍ରାୟ ୯୦ ଡିଗ୍ରୀ ବକ୍ର ହୋଇପାରିବା ସହ ଆକର୍ଷଣୀୟ ରଙ୍ଗର ଲକ୍ଷ ଲକ୍ଷ ସେଡ୍‌ସ ଦେଖାଇବାକୁ ସକ୍ଷମ ଓ ଏହାର ଏଚ୍‌ଡିଆର୍‌୧୦+ ସହିତ ଅତୁଳନୀୟ ଉତ୍କୃଷ୍ଟ ପିକ୍‌ଚର କ୍ୱାଲିଟି ପ୍ରଦାନ କରିଥାଏ । କ୍ୱାଲ୍‌କମ୍‌ର ସ୍ନାପ୍‌ଡ୍ରାଗନ ଟିଏମ୍ ୮୬୫ ମୋବାଇଲ ପ୍ଲାଟ୍‌ଫର୍ମ ଦ୍ରୁତତମ ପ୍ରଦର୍ଶନ ପ୍ରଦାନ କରିଥାଏ, ଯାହାକି ପୂର୍ବ ପିଢି ତୁଳନାରେ ୨୫% ଦ୍ରୁତତର ହୋଇଥିବା ବେଳେ ବ୍ରାଉଜିଙ୍ଗ, ଭିଡିଓ ଦେଖିବା ଓ ଗେମ୍ ଖେଳିବା ପାଇଁ ତ୍ୱରିତ ପ୍ରତିକ୍ରିୟାଶୀଳ ହୋଇଥାଏ । ମୋଟୋରୋଲା ଏଜ୍‌+ରେ ୨ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ସହିତ ଦ୍ରୁତତମ ୪ଜି କ୍ଷମତା ମଧ୍ୟ ରହିଛି । ମୋଟୋରୋଲା ଏଜ୍‌+ରେ ଥିବା ୧୦୮ ଏମ୍‌ପି ସେନ୍ସର ମେନ୍‌ କ୍ୟାମେରା, ୮ଏମ୍‌ପି ଟେଲିଫଟୋ ଲେନ୍ସରେ ହାଇ-ରିଜୋଲ୍ୟୁସନ ଅପ୍ଟିକାଲ ଜୁମ୍ ଏବଂ ୧୬ ଏମ୍‌ପି ଅଲ୍‌ଟ୍ରା-ୱାଇଡ୍ ଆଙ୍ଗେଲ ଲେନ୍ସ ସହିତ ଏହାର ଉନ୍ନତ କ୍ୟାମେରା ବ୍ୟବସ୍ଥା ଯଥାସମ୍ଭବ ପେସାଦାର ଡିଏସ୍‌ଏଲ୍‌ଆର୍ ଭଳି ଫଟୋ ଓ ଭିଡିଓ ପ୍ରଦାନ କରିଥାଏ ।

ମୋଟୋରୋଲାର ଏହି ଡିଭାଇସ୍‌ରେ ଏକ ୫୦୦୦ ମେଗାହର୍ଜ ବ୍ୟାଟେରୀ ରହିଛି, ଯାହାକି ବଜାରରେ ଉପଲବ୍ଧ ଯେକୌଣସି ୫ଜି ଫୋନ୍ ତୁଳନାରେ ସର୍ବବୃହତ୍ ବ୍ୟାଟେରୀ ହୋଇଥିବାବେଳେ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଅଧିକ ସୁବିଧା ପାଇଁ ମୋଟୋରୋଲା ଏଜ୍‌+ରେ ଟର୍ବୋପାୱାର ଟିଏମ୍ ୱାୟାର୍‌ଡ ଚାର୍ଜିଙ୍ଗ ଓ ୱାୟାରଲେସ୍ ଚାର୍ଜିଙ୍ଗ୍‌ ରହିଛି । ଏଥିସହିତ ଆପଣ ଗୋଟିଏ ସ୍ନାପ୍‌ରେ ୱାୟାରଲେସ୍ ପାୱାର ସେୟାରିଙ୍ଗ ମାଧ୍ୟମରେ ଅନ୍ୟ ଡିଭାଇସ୍‌ଗୁଡିକ ସହ ପାୱାର ସେୟାର କରିପାରିବେ । ଏଥିରେ କୌଣସି କ୍ଲଙ୍କି ସଫ୍ଟୱେୟାର ସ୍କିନ୍ କିମ୍ବା ଡୁପ୍ଲିକେଟ୍ ଆପ୍ ନାହିଁ, କେବଳ ନିୟର-ଷ୍ଟକ୍‌ ଆଣ୍ଡ୍ରଏଡ୍ ରହିଛି । ଏହି ଭଳି ଆହୁରି ଅନେକ ଉନ୍ନତ ବୈଶିଷ୍ଟ୍ୟ ସହ ଏହି ନୂଆ ମୋଟରୋଲା ବ୍ୟବସ୍ଥିତ ହୋଇ ଆସିଛି ।

ଏହି ଆକର୍ଷଣୀୟ ମୋଟୋରୋଲା ଏଜ୍‌+ ସ୍ମୋକି ସାଙ୍ଗରିଆ ଓ ଥଣ୍ଡର ଗ୍ରେ କଲର୍‌ରେ ୧୨୮ଜିବି ରାମ୍ ଓ ୨୫୬ ଜିବି ମେମୋରୀ ସହ ଉପଲବ୍ଧ ହେବ । ମୋଟୋରୋଲା ଏଜ୍‌+ ପାଇଁ ପ୍ରି-ବୁକିଙ୍ଗ୍ , ଫ୍ଲିପ୍‌କାର୍ଟ ଓ ଅଗ୍ରଣୀ ଅଫ୍‌ଲାଇନ୍ ରିଟେଲ ଷ୍ଟୋର୍‌ଗୁଡିକରେ ଆସନ୍ତା ମେ’ ୧୯ ତାରିଖରେ ମାତ୍ର ୭୪, ୯୯୯/- ଟଙ୍କାରେ ଆରମ୍ଭ ହେବ । ଏହାର ସେଲ୍ ଆସନ୍ତା ମେ’ ୨୬ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ମୋଟୋରୋଲା ଏଜ୍‌+ ପକ୍ଷରୁ ଆଇସିଆଇସିଆଇ କ୍ରେଡିଟ୍‌ କାର୍ଡ ଉପରେ ୭୫୦୦ ଟଙ୍କାର ଇନ୍‌ଷ୍ଟାଂଟ୍ ରିହାତି/କ୍ୟାଶବ୍ୟାକ୍‌ର ସୀମିତ ଅବଧି ବିଶିଷ୍ଟ ଶୁଭାରମ୍ଭ ଅଫର୍ ଘୋଷଣା କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version