ଜିଲ୍ଲାର ସମସ୍ତ ୯ଟି ବ୍ଲକର ସଭାପତି ଯଥା ମନୋରଞ୍ଜନ ଜେନା, ଅଶୋକ କୁମାର ଦାସ, ବ୍ରହ୍ମାନନ୍ଦ ସାହୁ, ଅନୁୱାର ଖାନ, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, ମିହିର ରଞ୍ଜନ ଆଚାର୍ଯ୍ୟ, ମନୋରଞ୍ଜନ ବଟୁ, ଲୁଲୁ ଏହମ୍ମଦ ଏବଂ ଜିଲ୍ଲାର ରାଜ୍ୟସ୍ତରୀୟ ନେତୃବନ୍ଦ ତଥା ବ୍ଲକ କଂଗ୍ରେସର ନେତୃବୃନ୍ଦ ଏବଂ ବହୁ କଂଗ୍ରେସ କର୍ମୀ ନିଜ ନିଜ ବ୍ଲକରେ ଥିବା କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କଂଗ୍ରେସ ନେତା, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ମୋହନ ଜେନା, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ବୈଜୟନ୍ତିରାଣୀ ତ୍ରିପାଠୀ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ଆଲୋକ ମହାନ୍ତି, ଶ୍ରୀୟା ମହାନ୍ତି, ପ୍ରଭାତ ପ୍ରତାପ ସିଂ, ମଂଟୁ ମଲ୍ଲିକ, ଆଶିଷ ମଲ୍ଲିକ, ଶଙ୍କର ଭୋଇ, ଅକ୍ଷୟ ଦାସ, ମିନତି ସାହୁ, ଦେବୀ ପ୍ରସାଦ ବାହାଲିଆ, ମଧୁସ୍ମିତା ଆଚାର୍ଯ୍ୟ, ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲଥିଲେ ।
© 2023 Odisha Taza News.