ଓଡ଼ିଶା ତାଜା ନ୍ୟୁଜ୍/୨୨ ଜୁନ ବୁଧବାର/ନୟାଗଡ :- ଆନ୍ତଃରାଷ୍ଟ୍ରିୟ ଯୋଗ ଦିବସ ଅବସରରେ ସ୍ଥାନୀୟ ମହର୍ଷି ବିଦ୍ୟା ମନ୍ଦିର ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଅଛି ାଉକ୍ତ ଯୋଗ ଦିବସରେନୟାଗଡ ନାବାଡ ବ୍ଯାଙ୍କର ଯେନେରାଲ ମ୍ଯାନେଜର ଶ୍ରୀମତୀ ତ୍ରୁପ୍ତୀ ତାପସୀ ମୂଖ୍ଯ ଅତିଥୀ ଭାବରେ ଯୋଗଦେଇଥିଲେ ାମହର୍ଷି ବିଦ୍ୟା ମନ୍ଦିର ଅଧ୍ଯକ୍ଷାସୁଶ୍ରୀ ଅର୍ନପୂର୍ନା ରାୟ ସ୍ବାଗତ ଭାଷଣଦେଇ ଯୋଗର ଉପାଦେୟତା ସମ୍ବନ୍ଧରେଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ା
ମହର୍ଷି ବିଦ୍ୟା ମନ୍ଦିରର ଯୋଗ ଗୁରୁ ଶ୍ରୀଯୁକ୍ତ ସରତ କୁମାର ପ୍ରଧାନ ଙ୍କ ତତ୍ବାବଧାନରେ ବିଦ୍ଯାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁବିଭିର୍ନ ଯୋଗ କୌଶଳ ଅଭ୍ଯାସ କରାଇଥିଲେ ା ଏବଂ ମହର୍ଷି ମହେଶ ଯୋଗୀ ଜୀ ଙ୍କର ଭାବାତୀତ ଧ୍ଯାନ ତଥା ଯୋଗର ଉପକାରିତା ଏବଂ ଆବଶ୍ଯକତା ଉପରେ ଆଲୋକପାତ କରିଥିଲେ ାବିଦ୍ଯାଳୟର ସମସ୍ତ କର୍ମଚାରୀଙ୍କର ସହଯୋଗରେ ସୁଚାରୁ ରୂପେ ପାଳିତ ହୋଇଥିଲା ତେବେ ଯୋଗାଭ୍ୟାସ ପରେ ନାବାର୍ଡର ମ୍ୟାନେଜର ତୃପ୍ତି ତାପସୀ ଅଂଶ ଗ୍ରହଣ କାରି ସମସ୍ତ ଛାତ୍ର ଛାତ୍ରୀଙ୍କୁ ଫଳ ରସ ପାନ ନିମନ୍ତେ ପ୍ରଦାନ କରିଥିବା ଦେଖିବାକୁ ମିକିଥିଲା |















