No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୨ ଜୁନ ବୁଧବାର/ପାରଳାଖେମୁଣ୍ଡି :- ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଏନସିସି, ନାଭାଲ ବିଭାଗ ତରଫରୁ ଯୋଗ ଅଭ୍ୟାସ ଶିବିର ଆୟୋଜିତ ହୋଇଥିଲା ,ଏହି ଶିବିରରେ ମୋଟ ଶହେ ଜଣ ଏନସିସି ନୌସେନା ଛାତ୍ର ଯୋଗଦେଇଥିଲେ,
ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଏନସିସି ଶିକ୍ଷକ ଶ୍ରୀ ହରିହର ଦାସଙ୍କ ତତ୍ତ୍ଵlବଦାନରେ ଆୟୋଜନ କରାଯାଇଥିଲା, ଏହି ଶିବିରରେ ଶ୍ରୀ ପ୍ରସନ୍ନ କୁମାର ରଥ ଓ କେ.ସୁରିବାବୁ ଯୋଗଗୁରୁ ହିସାବରେ ଯୋଗଦେଇ ପିଲାମାନଙ୍କୁ “ଯୋଗ ଶିକ୍ଷା “ର ଗୁରୁତ୍ଵ ବିଷୟରେ ଆଲୋଚନା କରି କେତେକ ଯୋଗ କାର୍ଯ୍ୟ ଶିଖାଇ ଥିଲେ, ବିଦ୍ୟାଳୟର ଭlରlପ୍ରlପ୍ତ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ l

No Result
View All Result