No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁନ ସୋମବାର/ବରଗଡ଼ :- ବରଗଡ଼ ନିଶାମଣି ସରକାରୀ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଶ୍ରୀମାନ ସିତେଶ ବରିହା ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ୨୦-୨୧ ମେଧାବୃତ୍ତି ପରୀକ୍ଷାରେ ଏହି ମେଧାବୃତ୍ତି ପାଇବେ।
ଶ୍ରୀମତୀ ଶକୁନ୍ତଳା ବରିହା ଏବଂ ସ୍ବର୍ଗତ ନାରଦ ବରିହା ଙ୍କ ସେ ୨ୟ ସନ୍ତାନ ଅଟନ୍ତି । ଏହି ସଫଳତା ପାଇଁ ସେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଦିବ୍ୟକାନ୍ତି ଭୋଇ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରେରଣା ର ଉତ୍ସ ବୋଲି କହିଥିଲେ ।
No Result
View All Result