ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ଭୁବନେଶ୍ୱର :- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ କ୍ୟାପିଟାଲ୍ ହାଇସ୍କୁଲ ପରିସରରେ ରାଜ୍ୟସ୍ତରୀୟ ଯୋଗ ଅଲିମ୍ପିଆଡ୍-୨୦୨୨ ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଏବଂ ଜିଲ୍ଲାସ୍ତରରୁ ମନୋନୀତ ହୋଇଥିବା ୩୫୦ ଛାତ୍ରଛାତ୍ରୀ ଏହି ଅଲିମ୍ପିଆଡ୍ରେ ଭାଗ ନେଇଥିଲେ ।

ତନ୍ମଧ୍ୟରୁ ୧୬ ଜଣ କୃତୀ ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଛି । ସେମାନେ ଦିଲ୍ଲୀଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜୁନ୍ ୨୧ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଜାତୀୟ ଯୋଗ ଅଲିମ୍ପିଆଡ୍ରେ ଯୋଗଦେବେ ।