No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ନୟାଗଡ଼ :- ପ୍ରାକ୍ତନ ସାଂସଦ ପ୍ରଖ୍ୟାତ ଜନ ନେତା ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ପ୍ରମୁଖ ବିଧାଣୀ ଶିବାଜୀ ପଟ୍ଟନାୟକ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ଆଜି ଅପରାହ୍ନରେ କେସିକ୍ଲବ ର କମୁନିଟି ହଲାରେ ସଂଗୀତାଜ୍ଞା ପ୍ରଦୀପ ପଟ୍ଟନାୟକ ଙ୍କ ପୌରହିତ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଥିବା ବେଳେ l
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ କମ୍ରେଡ ବିଶ୍ୱନାଥ ମହାପାତ୍ର, ଡ଼. ବିଜୟ ଚୌଧିର, ବର୍ଷିଆନ ସାମ୍ବାଦିକ ଏସ. ଏ. ମନାନ, ଆଇନୀଜୀବୀ ରଣଜିତ ଦାସ, ଅମୀୟ ପଟ୍ଟନାୟକ, ଶିକ୍ଷାବିତ ନିରଞ୍ଜନ ମିଶ୍ର, କବି ଗୋପୀନାଥ ସେଠି, କାଉଁସିଲର କିସାନ ଦାସ, ସନ୍ତୋଷ ପ୍ରଧାନ, ଶିବରାମ ମହାପାତ୍ର ପ୍ରମୁଖ ଶିବାଜୀ ପଟ୍ଟନାୟକ ଙ୍କ ଅମଳିନ ସ୍ମୃତି ଚାରଣ କରିଥିଲେ l
No Result
View All Result