ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ ଭୁବନେଶ୍ୱର :- କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷ ରୂ ନିର୍ମାଣ ଶ୍ରମିକ ଙ୍କ ସମ୍ପର୍କ ରେ 8 ଦଫା ଦାବୀସମ୍ପର୍କ ରେ ଶ୍ରମ ସଚିବ ଓ ଶ୍ରମ ଅଯୁକ୍ତ ସହ ଖାରବେଳ ଭବନ ରେ ଆଲୋଚନା କରା ଗଲା, ସିଟୁ ପକ୍ଷ ରୂ ସୁରେଶ ରାଉତରାୟ,
intuc, କିଶୋର ଜେନା, Aicctu ମହେନ୍ଦ୍ର ପରିଡା, Tucc ଜ୍ୟୋତି ରଞ୍ଜନ ମହାପାତ୍ର, lpf ମନମୋହନ ମହାରଣା hms ସଂଯୁକ୍ତା ମହଲ ଓ aiutuc ନିରଞ୍ଜନ ମହାନ୍ତି
© 2023 Odisha Taza News.