ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର /ବରଗଡ଼ :- ଘେଁସ ନିକଟସ୍ଥ କରଙ୍ଗା ପାଲି ଗ୍ରାମ ସ୍କୁଲରେ ଆୟୋଜିତ ଏକ ଉତ୍ସବରେ ‘ପୂର୍ଣ୍ଣଚନ୍ଦ୍ର ଜ୍ୟେତିଷ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି।
ହୃଷିକେଶ ସାହୁ ଙ୍କ ଦ୍ଵାରା ଲିଖିତ ଏହି ପୁସ୍ତକ ର ଲୋକାର୍ପଣ ଉତ୍ସବ ରେ ଅତିଥି ମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଟେକଚାନ୍ଦ ଦୁଆନ,ଲେଖକ ହୃଷିକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।














