No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୭ ଏପ୍ରିଲ ବୁଧବାର / ବରଗଡ଼ :- ବରଗଡ ଜ଼ିଲ୍ଲା ଅନ୍ତର୍ଗତ ଗମ୍ଭାରୀପାଲି ଗ୍ରାମରେ ଜ଼ିଲ୍ଲା ସ୍ତରୀୟ କୃଷକ ମେଳା କୃଷି ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ କୁ ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପସଭାପତି ଅନନ୍ତ ମେହେର ଯୋଗଦାନ କରିଥିଲେ l
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଚିପିଲମା କୃଷି ମହାବିଦ୍ୟାଳୟ ର ଡିନ ଡ଼. ଗୋକୁଳ ବିହାରୀ ଦାସ ଯୋଗଦାନ କରି ପ୍ରାକୃତିକ କୃଷି ଉପରେ ଆଲୋଚନା କରିଥିଲେ l ଏହି ମେଳା କୁ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବ୍ୟଜ୍ଞାନିକ ଶ୍ରୀ ନୃସିଂହ ଚରଣ ବାରିକ ପରିଚାଳନା କରିଥିଲେ l

No Result
View All Result