ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା, ମାହାଙ୍ଗା ବ୍ଲକ ଉପାଧ୍ୟକ୍ଷା ଦୀପା ମଲ୍ଲିକ, କୁହୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ନଳିନୀ ପ୍ରଧାନ, ସମିତି ସଭ୍ୟା ସୁପ୍ରଭା ସାମଲ ପ୍ରମୁଖ ଉପସ୍ଥିତ ରହି ଏହି ମେଳାରେ ଭାଗ ନେଇ ଥିବା 108 ଜଣ ପ୍ରତିଯୋଗୀ ଙ୍କୁ ଉତ୍ସାହିତ
କରିବା ସହ ଏହି ଭଳି ବିଜ୍ଞାନ ମେଳା ରେ ଭାଗ ନେଇଥିବା ପିଲା ଙ୍କ ମଧ୍ୟରୁ ବହୁ ପ୍ରତିଭାବାନ ବ୍ଯକ୍ତି ଯେ ଦିନେ ଆଖିଦୃଶିଆ କାମ କରି ଆମ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେବେ ବୋଲି ମତ ଦେଇଥିଲେ । ଶେଷରେ ଜିଲ୍ଲା ବିଜ୍ଞାନ ସଂଯୋଜକ ଅକ୍ଷୟ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।© 2023 Odisha Taza News.