No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ /୨୩ ଏପ୍ରିଲ ଶନିବାର / ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଅନ୍ତର୍ଗତ ଖାଲ ମଡା ବିଟ୍ ର ରଗଡ଼ି ମଡା ସଂରକ୍ଷିତ ଜଙ୍ଗଲ ରୁ ଦ୍ଵିତୀୟ ଥର ଲାଗି ଗୋଟିଏ ଟ୍ରକ୍ ରେ ଧଉରା କାଠ ୩୦୦ ଘନ ଫୁଟ ରଥ ଖଳା ପୁରୀ କୁ ପଠାଯାଇଛି ।
ଏହି କାମକୁ ବନପାଳ ରାକେଶ କୁମାର ସାହୁ ,ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା ତଦାରଖ କରି ପଠାଇ ଥିଲେ। ପ୍ରଭୁ ଜଗନ୍ନାଥ ଙ୍କ ର କାଠ ଯାଉ ଥିବାରୁ ଗ୍ରାମବାସୀ ପୂଜା କରି ଗାଡ଼ିକୁ ଛାଡିଥିଲେ।ଗୋଟିଏ ଟ୍ରକ୍ ରେ ୨୪ ଖଣ୍ଡ କାଠ ପଠାଯାଇଥିବା ବନ ପାଳ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି ।

No Result
View All Result