No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) କୋରାଇ :- କଳିଙ୍ଗ ଗ୍ରୁପ ଅଫ ଇନ୍ଷ୍ଟିଚ୍ୟୁସନର ପ୍ରତିଷ୍ଠାତା ସତ୍ୟାନନ୍ଦ ଦାସଙ୍କ ଏକାଦଶାହ ଅବସରରେ ଆଜି କେଜିଆଇ ପରିବାର ପକ୍ଷରୁ ସଭାଗୃହରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରରେ ୬୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଅନୁଷ୍ଠିତ ଶିବରିକୁ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଶିବରରେ ପ୍ରଥମେ ବରିଷ୍ଠ କର୍ମଚାରୀ ବିଭୂତିଭୂଷଣ ରାଉତ ରକ୍ତଦାନ କରିବା ପରେ ଅତିଥିଭାବେ ଯୋଗଦେଇଥିବା ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ ଓ କେଜିଆଇର ମୁଖ୍ୟପ୍ରଶାସନିକ ଅଧିକାରୀ ବିଜୟ କୁମାର ସାହୁ ସମାଜସେବୀ ରାଜେଶ ରାଉତ,
ମନୋଜ ଦାସ, ପ୍ରକାଶ ଜେନା, ବିଜେପି ନେତ୍ରୀ ଇତିଶ୍ରୀ ଜେନା, ନିତ୍ୟାନନ୍ଦ ମହାଳିକ, ନିରଞ୍ଜନ ଘଡାଇ, ଆଲୋକ ମହାନ୍ତି, ସାମ୍ବାଦିକ ସୁବାସ ଧଳ, ବିରଂଚି ଖୁଂଟିଆ, ସୁଶାନ୍ତ ସାହୁ, କେଜି ଆଇ ଅଧ୍ୟକ୍ଷ ବି୩⁄୪ୁ ଚରଣ ଦାସ, ଉପାଧ୍ୟକ୍ଷ ସତ୍ୟବ୍ରତ ମହାରଣା, ଇଂ ଅଭିଳାଷ ପଣ୍ଡା, କେ. ଘୋଷ, ବିଜୟ ପ୍ରସାଦ ନାୟକ, ସାସ୍ୱତୀ ପ୍ରିୟଦର୍ଶିନୀ ବିଶ୍ୱାଳ, ପ୍ରିୟରଞ୍ଜନ ମହାନ୍ତି, ପ୍ରମୋଦ ଘଡାଇ, ନବୀନ କୁମାର, ଇଂ ସୁଭାସିସ ପତି, ସତ୍ୟବ୍ରତ ମହାରଣା, ସ୍ୱାଧୀକା ଖାତୁନ, ବିକ୍ରମ କେଶରୀ ପରିଡା, ଏସ କେ ଅଲ୍ଲୀ, ସୌମ୍ୟକାରଣ, ସୁଧୀର କୁମାର ରାଉତ,
ସର୍ବେଶ୍ୱର ରାଉତ, ଆଶିଷ ନାୟକ, ବନ୍ଦନ ବେହେରା, ଟିନା ଗୁରୁ, କ୍ରି୩⁄୪ା ରାଣୀ ସେଠୀ, ସ୍ମୃତି ରେଖା ମହାନ୍ତି, ସ୍ମୃତି ରେଖା ସତପଥୀ, ସ୍ଥିତି ପ୍ରଜ୍ଞା ସିଂ, ବିଶ୍ୱ ବନ୍ଦିତା ଖୁଂଟିଆ, ସୁନିତା ବେହେରା, ଦିଲମୋହନ ପଣ୍ଡା, ପ୍ରଣବ କୁମାର ରାଉତ, କାଶୀନାଥ ପୃଷ୍ଟି, କୈଳାସ ଚନ୍ଦ୍ର ପୁରୀ, ପ୍ରଦୀପ କୁମାର ଦାସ, ରଶ୍ମି ରଞ୍ଜନ ଦାସ, ସୁଧୀର କୁମାର ରାଉତ, ଜ୍ୟୋତି ପ୍ରକାଶ ପଣ୍ଡା, ରଙ୍ଗାଧର ସା, ଗୌରାଙ୍ଗ ଭଞ୍ଜ, ଆଶିଷକୁମାର ନାୟକ, ସୁଜିତ କୁମାର ମାଝୀ, ମନୋଜ ବିଶ୍ୱାଳ ପ୍ରମୁଖ ଯୋଗଦେଇ ରକ୍ତଦେବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । କଟକ ବ୍ଳଡ଼ ବ୍ୟାଙ୍କ ପକ୍ଷରୁ ଡା. ନିଲେଶ ପାଣି, ରାମଚନ୍ଦ୍ର ଖଟୁଆ, ଚିନ୍ମୟ ରଞ୍ଜନ ସାହୁ, ଦେବେନ୍ଦ୍ର ଦେହୁରୀ, ବିଶ୍ୱଜିତ ଦୀକ୍ଷିତ, ଲକ୍ଷ୍ମୀଧର ଦାସ ରକ୍ତ ସଂଗ୍ରହରେ ସାମିଲ ହୋଇଥିଲେ ।
No Result
View All Result