No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ରବିବାର ) ଭୁବନେଶ୍ୱର :- କିମ୍ବଦନ୍ତର ସଙ୍ଗୀତ ସାଧକ, ଗୀତିକାର ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦେହତ୍ୟାଗ ପରେ ରଥଦାଣ୍ଡ ସ୍ଥିତ ୟୁରୋସ୍ମାଟ୍ ସ୍କୁଲ ପରିସରରେ ତାଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହି ତାଙ୍କ ଅମର ଆତ୍ମା ପାଇଁ ନିରବ ପ୍ରାର୍ଥନା କରାଯିବା ସହ ସ୍ୱର୍ତ କରଙ୍କ ଗୁଣଗାନ କରିଥିଲେ ।
ସ୍କୁଲର ଅଧ୍ୟକ୍ଷା ସସ୍ମୀତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରକୁ ଶିକ୍ଷୟତ୍ରୀ ଦେବସ୍ମିତା ପଟ୍ଟନାୟକ ଓ ବହୁ ବ୍ୟକ୍ତି ସାମିଲ ହୋଇଥିଲେ ।

No Result
View All Result