ଓଡ଼ିଶା ତାଜା ନ୍ୟୁଜ୍ (୧୪,ଏପ୍ରିଲ ଗୁରୁବାର ) ବୈପାରିଗୁଡା :- ଓଡିଆ ନବବର୍ଷ ସହିତ ପଣା ସଂକ୍ରାନ୍ତି ଏବଂ ମହାବିଷୁବ ସଂକ୍ରାନ୍ତି ଅବସରରେ ରାମ ଭକ୍ତ ମାନଙ୍କ ପକ୍ଷରୁ ବୈପାରିଗୁଡା ସହର ପରିକ୍ରମା କରିବା ସହିତ ଜୟ ଶ୍ରୀ ରାମ ନା ରେ ରାସ୍ତାଘାଟ କମ୍ପି ଯାଇଥିବାର ଦେଖାଯାଇଛି ! ହନୁମାନ ଜୟନ୍ତି ପାଳନ ଅବସରରେ ସଂକୀର୍ତ୍ତନ ସହ ଡିଜେ ଲଗାଇ ଏକ ଶୋଭାଯାତ୍ରୀରେ ଭାଇଚାରାର ଭାବ ରଖି ସହର ପରିକ୍ରମା କରିବା ଅଭୂତପୂର୍ବ ଥିଲା !

ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ବାହାରିଥିବା ଶୋଭାଯାତ୍ରା ରେ କୁନି କୁନି ପିଲାମାନଙ୍କ ଠାରୁ ଆରମ୍ଭକରି ଆବାଳ ବୃଦ୍ଧ ବନିତା ସେମାନଙ୍କର ପାଟିରେ କେବଳ ରାମ ରାମ ଶଦ୍ଧ ବାହାରିଥିବା ଦେଖାଯାଇଛି ! ହନୁମାନ ବେଶରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ମନ୍ଦିରରେ ଶ୍ରଦ୍ଧାଳୁ ମାନେ ପହଂଚିବାପରେ ବିଧି ଅନୁଯାୟୀ ପ୍ରଭୁ ମହାବୀରଙ୍କ ସାନିଧ୍ୟ ଲାଭ ପାଇଁ ପୂଜାର୍ଚନା କରି ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ !