• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱାଲମାର୍ଟ ଫାଉଣ୍ଡେସନ ପକ୍ଷରୁ କରୋନା ପ୍ରଭାବିତ କୃଷକଙ୍କ ପାଇଁ ଅନୁଦାନ ଘୋଷଣା

Proprietor Abhimanyu Maharana by Proprietor Abhimanyu Maharana
February 23, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ୱାଲମାର୍ଟ ଫାଉଣ୍ଡେସନ ପକ୍ଷରୁ କରୋନା ପ୍ରଭାବିତ କୃଷକଙ୍କ ପାଇଁ ଅନୁଦାନ ଘୋଷଣା

infographic Version C 12 January

Share on FacebookShare on TwitterWhatsapp

ଓଡ଼ିଶା ସମେତ ଛଅଟି ରାଜ୍ୟର ୨୪,୦୦୦ ଚାଷୀ ଉପକୃତ ହେବେ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଫେବ୍ରୁଆରୀ ବୁଧବାର ) ଭୁବନେଶ୍ୱର :- ଭାରତୀୟ ଚାଷୀମାନଙ୍କୁ ସଙ୍କଟରୁ ଉଦ୍ଧାର କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ୱାଲମାର୍ଟ ଫାଉଣ୍ଡେସନ ପକ୍ଷରୁ ୪ କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରାଯାଇଛି । ଯାହାକି ଓଡ଼ିଶା ସମେତ ଦେଶର ଛଅଟି ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀମାନଙ୍କୁ ସଙ୍କଟରୁ ଉଦ୍ଧାର କରିବା ଏବଂ ସେମାନଙ୍କ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ବ୍ୟବହାର କରାଯିବ । ଏହି ଛଅଟି ରାଜ୍ୟ ହେଉଛି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଉତରପ୍ରଦେଶ । ଫାଉଣ୍ଡେସନର ଅନୁଦାନ ଦ୍ୱାରା ଏହି ରାଜ୍ୟଗୁଡ଼ିକର ୨୪,୦୦୦ ଚାଷୀ ଉପକୃତ ହେବେ ।

ଫାଉଣ୍ଡେସନ ଦେଇଥିବା ଅନୁଦାନ ରାଶି ଇଟଂରନ୍ୟାସନାଲ୍ କ୍ରପ୍‌ସ ରିସର୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ସେମି-ଆରୀଡ୍‌ ଟ୍ରୋପିକ୍‌ସ (ଆଇସିଆରଆଇଏସଏଟି)କୁ ପ୍ରଦାନ କରାଯିବ । ଭାରତରେ ଚାଷ କାର୍ଯ୍ୟରେ ବ୍ୟବହାର ହେଉଛି ସାମଗ୍ରୀ ପାଇବାରେ ଅଭାବ ଓ ଗ୍ରାହକମାନଙ୍କ ଚାହିଦାରେ ହ୍ରାସ ଘଟିଥିବାରୁ ଚାଷୀମାନଙ୍କ ଆୟ ପ୍ରଭାବିତ ହୋଇଛି । ଅମଳ ପରବର୍ତୀ ସମୟରେ ଏହି ଅନୁଦାନ ରାଶି ପ୍ରଦାନ କରାଯାଇଥିବାରୁ ଯୋଗାଣ ଶୃଙ୍ଖଳକୁ ନେଇ ରହିଥିବା ବାଧାଗୁଡ଼ିକୁ ଦୂର କରିବାରେ ତାହା ସହାୟକ ହୋଇପାରିବ । ଚାଷୀମାନଙ୍କୁ ସାହାଯ୍ୟ କରିବା ଲାଗି ଆଇସିଆରଆଇଏସଏଟି ପକ୍ଷରୁ ଅନ୍ୟ ଆଠଟି ସଂଗଠନ ଯଥା ଟାନାଗର, ପ୍ରଧାନ, ଟ୍ରିକଲ୍‌ଅପ୍‌, ଆଇଏଫ୍‌ଡିସି, ଗ୍ରାମୀଣ ଫାଉଣ୍ଡେସନ ଅଫ ଇଣ୍ଡିଆ, ଡିଜିଟାଲ୍ ଗ୍ରିନ୍ ଇଣ୍ଡିଆ, ଟେକ୍ନୋସର୍ଭ ଓ ହିଫମର ଇଟଂରନ୍ୟାସନାଲ୍ ସହିତ ସହଯୋଗିତା ସ୍ଥାପନ କରିଛି ।

ଏହି ଅବସରରେ ୱାଲମାର୍ଟ ଫାଉଣ୍ଡେସନର ସଭାପତି କାଥଲିନ୍ ମ୍ୟାକ୍‌ଲଘିନ କହିଛନ୍ତି ଯେ, “ସାରା ବିଶ୍ୱର ଚାଷୀମାନେ ଇନପୁଟ୍‌, ବଜାର ଏବଂ ଉପକରଣକୁ ନେଇ ସମସ୍ୟା ସାମ୍ନା କରୁଛନ୍ତି ଯାହା ସମଗ୍ର ଋତୁକୁ ବିପଦରେ ପକାଇଛି । ଭାରତରେ ଏହି କ୍ଷୁତ୍ର ଚାଷୀ ସମୁଦାୟଙ୍କୁ ଆଗକୁ ବଢ଼ାଇବା ଲାଗି ଆମେ ଡିଜିଟାଲ୍ ପାକରେ ପହଂଚିବା, ବ୍ୟବସାୟ ପ୍ରଥା, ଲଜିଷ୍ଟିକ୍ସ ସହାୟତା ଏବଂ ଉଚ୍ଚ ମାନର ଇନପୁଟ୍ ଉପରେ ଗୁରୁତ୍ୱାରୋପ କରିବା ସହ ଆମ ପ୍ରତିବଦ୍ଧତା ୧.୪ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଂଚିପାରିଛି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ପାଖାପାଖି ୮୦,୦୦୦ ମହିଳା । ଏହି ଅନୁଦାନ ତୃଣମୂଳ ସ୍ତରରେ ଉଦ୍ୟମ ପାଇଁ ସହାୟକ ହେବ ଏବଂ ଚାଷୀମାନଙ୍କୁ ଆଗାମୀ ଋତୁରେ ଲାଭ ହାସଲ କରିବାରେ ସହାୟକ ହେବ ।’’

ଡକ୍ଟର ଜ୍ୟାକ୍‌ଲିନ୍ ହ୍ୟୁଗ୍‌ସ, ଡାଇରେକ୍ଟର ଜେନେରାଲ, ଆଇସିଆରଆଇଏସ୍‌ଏଟି କହିଛନ୍ତି ଯେ, “ୱାଲମାର୍ଟ ଫାଉଣ୍ଡେସନର ଏହି ଅନୁଦାନ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଉତରପ୍ରଦେଶର ୨୪,୦୦୦ ଚାଷୀଙ୍କୁ ପ୍ରଭାବିତ କରିବ । ଚାଷୀ ସମୁଦାୟ ଉପରେ କୋଭିଡ୍‌-୧୯ ମହାମାରୀ ପ୍ରଭାବର ମୁକାବିଲା ଲାଗି ଆଇସିଆରଆଇଏସ୍‌ଏଟି ଯୋଗଦାନ ପ୍ରଦାନ କରିବ । ଆହ୍ୱାନଗୁଡ଼ିକୁ ଅତିକ୍ରମ କରିବା ଏବଂ କୃଷି ମୂଲ୍ୟ ଶୃଙ୍ଖଳାର ଦକ୍ଷତାରେ ଉନ୍ନତି ଆଣବା ଲାଗି ଆମେ ଡିଜିଟାଲ୍ ଟୁଲ୍‌ସ ଓ ପ୍ରଯୁକ୍ତିର ବ୍ୟବହାର କରିବୁ ଯାହା ଚାଷୀଙ୍କ ବର୍ଦ୍ଧିତ ଅଂଶଗ୍ରହଣକୁ ନିଶ୍ଚିତ କରିବ ଏବଂ ସେମାନଙ୍କୁ ନିଜ ଆୟ ଓ ଜୀବିକା ଉପରେ ନିୟନ୍ତ୍ରଣ ହାସଲ କରିବାରେ ସହାୟକ ହେବ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version