• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିଲ୍ଲାପରିଷଦ ପ୍ରାର୍ଥୀ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ବିଶାଳ ମୋଟର ସାଇକେଲ ସହ ରୋଡ୍ ସୋ ଶୋଭାଯାତ୍ରା 

Proprietor Abhimanyu Maharana by Proprietor Abhimanyu Maharana
February 22, 2022
in ଓଡ଼ିଶା, କୋରାପୁଟ, ହୋମ୍
0
ଜିଲ୍ଲାପରିଷଦ ପ୍ରାର୍ଥୀ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ବିଶାଳ ମୋଟର ସାଇକେଲ ସହ ରୋଡ୍ ସୋ ଶୋଭାଯାତ୍ରା 
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) ବୈପାରିଗୁଡା :- ତ୍ରିସ୍ତରୀୟ ନିର୍ବାଚନ ବୈପାରିଗୁଡା ବ୍ଲକରେ ୨୦ ଗୋଟି ପଚାଂୟତକୁ ନେଇ ଗତ  ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବେଳେ ବୈପାରିଗୁଡା ବ୍ଲକର ୨ ଗୋଟି ଜୋନ୍ ରେ ଜିଲ୍ଲାପରିଷଦ ,ସରପଚଂ ,ସମିତିସଭ୍ୟ ଓ ୱାର୍ଡମେମ୍ବର ପାଇଁ ବିଜେପି ,ବିଜେଡି ଓ କଂଗ୍ରେସ , ଫରୱାର୍ଡ ବ୍ଲକ ,ଏସୟୁସିଆଇ ସହ କିଛି ସାଧୀନ ପ୍ରାର୍ଥୀ ମାନେ ସାପ୍ତାହିକ ହାଟବଜାର ଠାରୁ ଆରମ୍ଭ କରି ଗାଁ ଗହଳି ଠାରେ ବାଇକ ରାଲି ଓ ରୋଡ୍ ସେ୍‌ା ମଧ୍ୟ କରୁଥିବାର ଦେଖାଯାଇଛି .ସେହି ପରି ଭାବେ ବିଜେପି ର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କୁ ଆଣିବା ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣମା ନାୟକ,

ମଣ୍ଡଳ ସଭାପତି ଉମେଶ ପଟନାୟକ, କୋଲାର ମଣ୍ଡଳ ସଭାପତି ସିମାଚାଂଳ ନାୟକ, ଜିଲ୍ଲା ସମ୍ପାଦକ ଚନ୍ଦ୍ର ଶେଖର ରଥ, ଜିଲ୍ଲା ଯୁବମୋର୍ଚ୍ଛା କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ମହାଙ୍କୁଡ, ବରିଷ୍ଟ କର୍ମୀ ମନୋଜ ନାୟକ, ଠାକୁର ପାଇକ, ଏନ .ହରିପ୍ରସାଦ ପ୍ରମୁଖ ବୈପାରିଗୁଡା ବ୍ଲକର ବିଭିନ୍ନ ଗାଁ ଗହଳିକୁ ଯାଇ ବିଜେପି ସମର୍ଥନ ଜିଲ୍ଲାପରିଷଦ ପ୍ରାର୍ଥୀ ଜୋନ୍‌-୧ ର ସୁରେଶ ହରିଜନ ଓ ଜୋନ୍‌-୨ ର ପ୍ରାଥାନୀ ସନାଇ ନାୟକ ଙ୍କୁ ବିଫୁଳ ଭୋଟ ଦେଇ ଜୟୟୁ୍‌କ୍ତ କରିବା ପାଇଁ ବୈପାରିଗୁଡାବାସୀଙ୍କୁ ଅନୁରୋଧ କରି ଭୋଟ ଭିକ୍ଷା କରିଥିବାର ଦେଖିବାକୁ ମିଳିଛି .

ସେହି ପରି ଭାବେ ବିଜେଡି ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ଜୋନ୍‌-୧ ରାଜେଶ୍ୱର ମହୁରିଆ ଓ ଜୋନ୍‌-୨ ର ଜିଲ୍ଲାପରିଷଦ ପ୍ରାର୍ଥାନୀ କମଳା ନାୟକଙ୍କ ପାଇଁ ସମାଜସେବୀ ତଥା ରାଜ୍ୟ ମହିଳା ମୋର୍ଚ୍ଛାର ସମ୍ପାଦକ ମୀରା ପରିଡା ଷ୍ଟାର ପ୍ରଚାରକ ଭାବେ ବୈପାରିଗୁଡା ଠାରେ ପହଚଂ ରୋଡ୍ ସୋ କରିବା ସହିତ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ, ବିଜେଡି ଜିଲ୍ଲାସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବ୍ଲକ ଆବାହକ ହେମନ୍ତ ମହାପାତ୍ର ,ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜୀତ ନାୟକ , ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଆର.ଦାମ୍ଭିକା ରାଓ ,ବରିଷ୍ଟ କର୍ମୀ ଆର ଶ୍ରୀ ନିବାସ ରାଓ, ବିଜୟ ସାମନ୍ତରାୟ , ସାଥିରାମ ନାୟକ, ଜଗଦୀଶ ଜେନା , କୁନି ଅଧିକାରୀ ,ମୁନା ରଥ ,ବାପି ଜଗଦେବ, ଟିପୁ ଧଳ ପ୍ରମୁଖ ଉପସ୍ଥିତ ରହି ଭୋଟଙ୍କୁ ବିଜେଡି ଦଳ ପାଇଁ ଭୋଟ ଭିକ୍ଷା କରିଥିଲେ .

ସେହି ପରି ଭାବେ କଂଗ୍ରେସ ଦଳ ପକ୍ଷରୁ ଏବେ ପର୍ଯ୍ୟନ୍ତ କିଏ ମଧ୍ୟ ଷ୍ଠାର ପ୍ରଚାରକ ଭାବେ ବୈପାରିଗୁଡା ବ୍ଳକକୁ ଆସି ନଥିଲେ ମଧ୍ୟ ଦଳ ପକ୍ଷରୁ ସମସ୍ତ ହାଟବଜାର ରାସ୍ତାଘାଟରେ ଜୋରଦାର ଭାବେ ପ୍ରଚାର କରି କଂଗ୍ରେସ ଦଳକୁ ବିଜୟ କରିବା ନେଇ କହିବା ସହିତ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ବିରୋଧରେ ସେଗ୍ନାନ ଦେଇ ନିଜ ସମର୍ଥକ ଜୋନ୍‌-୧ ର ଜିଲ୍ଲାପରିଷଦ ପ୍ରାର୍ଥୀ ଧନିଆ ହରିଜନ ଓ ଜୋନ୍‌-୨ ର ଜିଲ୍ଲାପରିଷଦ ପ୍ରାର୍ଥାନୀ ମଣି ଜାନୀ ଙ୍କୁ ଜିତାଇବା ପାଇଁ ଗାଁ ଗହଳି କୁ ଯାଇ ସଭାସମିତି ଅନୁଷ୍ଠିତ କରିବାରେ ଲାଗିପଡିଛନ୍ତି କଂଗ୍ରେସ ବ୍ଲକ ସଭାପତି ଗୌର ଚନ୍ଦ୍ର ପାତ୍ର ଓ ବରିଷ୍ଟ କର୍ମୀ ପି.ରମେଶ ପାତ୍ର ଏବେ ଗାଁଗହଳିର ଦଳୀୟ କର୍ମୀ ମାନେ ଏକାଠି ହୋଇ ନିଜ ଦଳର ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରୁଥିବାର  ଦେଖାଯାଇଛି .

ସେହି ପରି ଭାବେ ଫରୱାର୍ଡ ବ୍ଳକର ଶମ୍ଭୁପ୍ରସାଦ ମହାନ୍ତି ମଧ୍ୟ ତାଙ୍କ ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ଭଗତରାମ ସଗରିଆ ପାଇଁ ଭୋଟ ଭିକ୍ଷା ଚଳାଇଥିବା ବେଳେ ଅନ୍ୟ ଦଳ ଭଳି ଚାରିଚକିଆ ଯାନର ବ୍ୟବସ୍ଥା ନ କରି ନିଜ ବାଇକରେ ପ୍ରାର୍ଥୀଙ୍କୁ ନେଇ ଗାଁ ଗହଳିରେ ପ୍ରଚାର ଚଳାଇଛନ୍ତି . ଏସୟୁସିଆଇ କମ୍ୟୁନିଷ୍ଠ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଦଶରଥ ଖିଲ କୁ ସାଙ୍ଗରେ ନେଇ ଗାଁ ଗହଳି ଠାରୁ ଆରମ୍ଭ କରି ଦୁର୍ଗମ ପାହାଡ ଅଚଂଳ ଯାଇ ନିଜ କମ୍ରେଡ ଭାଇକୁ ଭୋଟ ଦେବା ପାଇଁ ପ୍ରଚାର କରୁଛନ୍ତି . ତେବେ ଭିନ୍ନ ଭିନ୍ନ ଦଳ ରାଜ୍ୟସରକାରଙ୍କ ବିରୋଧରେ ଗୀତ ବଜାଇ ପ୍ରଚାର କରୁଥିବା ବେଳେ ବିଜେଡି ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଗୀତ ବାଜୁଥିବାର ଜଣାପଡିଛି .

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version