ଓଡ଼ିଶା ତାଜା ନ୍ୟୁଜ୍ (୨୧ ଫେବ୍ରୁଆରୀ ସୋମବାର ) କେସିଙ୍ଗା :- ଆସନ୍ତା ୨୪ ତାରିଖ ଭୋଟ ଗ୍ରହଣ ଏହି ସମୟ ରେ କେସିଙ୍ଗା ଥାନା କେସିଙ୍ଗା – ଟିଟିଲାଗଡ଼ ରାସ୍ତା ତେଲନଦୀ ନିକଟରୁ ଏକ ଈକୋ କାର ରେ ଚୋରା ବିଦେଶୀ ମଦ ଚୋରଚାଲନ ହେଉଥିବାବେଳେ କେସିଙ୍ଗା ପୋଲିସ ୬୫.୪ ଲିଟର ବିଦେଶୀ ମଦ, ନଗଦ ୧ ହଜାର ଟଙ୍କା,୪ ଟା ମୋବାଇଲ ଓ କାର କୁ ଜବତ କରିଛି ।













