No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ବରଗଡ଼ :- ବିଶ୍ଵ କେନସର ଦିବସ ଅବସରରେ ଆଜି ବରଗଡ଼ କେନସର ଫାଇଟର୍ସ ଗ୍ରୁପ ଏବଂ ବରଗଡ଼ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ଏକ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କେନସର ସଚେତନତା ଉଦ୍ଦେଶ୍ୟରେ ‘ରନ୍ ଫର ଲାଇଫ୍ ‘ ଉକ୍ତ ଗଣଦୌଡ ବରଗଡ଼ ମିନି ଷ୍ଟାଡିୟମ ରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲେ ।

ଏଥିରେ ୟୁଇଟେଡ ଫୋରମ୍ ଅଫ୍ କେନସର ହସ୍ପିଟାଲ ଏଟ୍ ବରଗଡ଼,କୋସଲ ଡିଫେନ୍ସ ଏକାଡେମୀ, ସେବା ନିବୃତ ସେନା କର୍ମଚାରୀ ସଂଘ ଓ ବହୁ ଅନୁଷ୍ଠାନ ର ଏଥିରେ ସାମିଲ ହୋଇଥିଲେ । ଗଣଦୌଡ କାର୍ଯ୍ୟକ୍ରମ କୁ ରାଜ ଗୋପାଳ ଦାସ, ମିନତି ପତି,ପ୍ରତାପ ଦାସ, ସୁନିତା ଲାଠ, ଅମିତ୍ ସାହୁ,ଆନନ୍ଦ ପ୍ରଧାନ, ରବିନାରାୟଣ ପଣ୍ଡା ପ୍ରମୁଖ ସ°ଚାଳନ କରିଥିଲେ ।

No Result
View All Result