• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରବଳ ଜାଡରେ ମଧ୍ୟ ଉଷ୍ମତା ଦେଲାଣୀ ବରଗଡ଼ ପଞ୍ଚାୟତ ନିର୍ବାଚନ

Proprietor Abhimanyu Maharana by Proprietor Abhimanyu Maharana
February 4, 2022
in ଓଡ଼ିଶା, ବରଗଡ଼, ହୋମ୍
0
ପ୍ରବଳ ଜାଡରେ ମଧ୍ୟ ଉଷ୍ମତା ଦେଲାଣୀ ବରଗଡ଼ ପଞ୍ଚାୟତ ନିର୍ବାଚନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲାରେ ଏଇ ଯାଏଁ ସରିନି ଶୀତ, ହେଲେ ଜିଲ୍ଲା ରାଜନୀତିକୁ ଉଷ୍ମ କରୁଛି ପଞ୍ଚାୟତ ନିର୍ବାଚନ l ଖାସ କରି ଜିଲ୍ଲା ପରିଷଦ ଆସନ ଉପରେ ରହିଛି ତିନିଦଳର ନଜର l ଚଳିତ ଥର ପ୍ରଚାର ଉପରେ କଟକଣା ଲାଗିଥିବାରୁ ନେତା ଏବେ ଘର ବୁଲି ଭୋଟ ମାଗୁଛନ୍ତି l ଖାସ କରି ଜିଲ୍ଲା ପରିଷଦ ଆସନ ହାତେଇବା ଏବେ ତିନି ଦଳର ଫୋକସରେ ରହିଛି l ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଲଢା ଯାଉଥିବାରୁ ଏହାକୁ ଅକ୍ତିଆର କରିବାକୁ ତିନି ଦଳଙ୍କ ନେତାଙ୍କ ମଧ୍ୟରେ ବ୍ୟସ୍ତତା ଦେଖିବାକୁ ମିଳିଛି l କିନ୍ତୁ ଚଳିତ ଥର ବରଗଡ଼ ଜିଲ୍ଲାର ଜନତା କାହା ସପକ୍ଷରେ ଭୋଟ ଦାନ କରିବେ ତାହାର ଆକଳନ କରିବା ଏବେ ଠାରୁ କଷ୍ଟକର ହୋଇପଡିଛି l

କାରଣ ଗତ ନିର୍ବାଚନରେ କିଛି ସେଭଳି ସ୍ଥିତି ଦେଖିବାକୁ ମିଳିଥିଲା ପୁରା ରାଜ୍ୟରେ ଦୁଇମୁଖୀ ଲଢେଇ ଦେଖିବାକୁ ମିଳିଥିଲା l ଭୋଟର ଭାଗ ଭାଗ ହୋଇଯାଇଥିଲେ ଯାହାର ଫାଇଦା ବିରୋଧିଦଳ ଭାଜପାକୁ ହିଁ ମିଳିଥିଲା l ୨୦୧୭ ପଞ୍ଚାୟତ ନିର୍ବାଚନରେ ୩୪ଟି ଜିଲ୍ଲା ପରିଷଦ ଆସନରେ ଭାଜପା ଏକାକୀ ୨୫ଟି ଆସନ ହାତେଇ ଥିବା ବେଳେ ଶାସକ ବିଜୁ ଜନତା ଦଳକୁ ୧୪ଟି ଆସନ ମିଳିଥିଲା। କଂଗ୍ରେସ ଦଳ ଖାତା ଖୋଲି ପାରିନଥିଲେ l ଆଉ ଜିଲ୍ଲା ପରିଷଦ ଆସନ ଅଧକ୍ଷ ଓ ଉପାଧ୍ୟକ୍ଷ ଭାରତୀୟ ଜନତା ପାର୍ଟିର ହାତକୁ ଯାଇଥିଲା l

ଆସନ ଦୃଷ୍ଟିରୁ ବିଜେପି ଆଗେଇଥିଲା କିନ୍ତୁ ଭୋଟ ଦୃଷ୍ଟିରୁ ତିନି ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା l ତେବେ ଚଳିତ ଥର ସ୍ଥିତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ l କାରଣ ପଞ୍ଚାୟତ ନିର୍ବାଚନ ଫଳାଫଳର ଝଲକ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିନଥିଲା l ଜିଲ୍ଲାର ୫ ବିଧାନସଭା ଆସନରେ ବିଜେଡି ବିଜୟ ବାନା ଉଡ଼ାଇଥିଲା l କିନ୍ତୁ ଲୋକ ସଭା ରେ ବିଜେପି ତା’ର ସ୍ଥିତି ଜାହିର କରି ବିଜୟୀ ହୋଇଥିଲେ। ତେଣୁ ବିଧାନସଭା ଧାରାକୁ ପଞ୍ଚାୟତ ନିର୍ବାଚନରେ ବଜାୟ ରଖିବାକୁ ବିଜେଡି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ବିଜେଡି ବଡ ଚେହେରା ଭାବେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କାନ୍ଧରେ ରହିଛି ପଞ୍ଚାୟତ ଲଢ଼େଇର ଭାର l ସେ ତାଙ୍କ କିଛି କରିସିମା ଦେଖାଇ ଗୋଟିଏ ଜିଲ୍ଲା ପରିଷଦ ଆସନ ଏବଂ ଗୋଟିଏ ବ୍ଲକ ଅଧ୍ୟକ୍ଷ ପଦ ହାସଲ କରିସାରିଲେଣି। ଅପରପକ୍ଷରେ ଅନ୍ୟ ଚାରିଜଣ ବିଧାୟକ ମଧ୍ୟ ଯୋରଦାର୍ କସରତ୍ ଆରମ୍ଭ କରିଥିବା ପରିଲକ୍ଷିତ ହେଲାଣି। ତେବେ ଜିଲ୍ଲାର କେତେକ ସ୍ଥାନରେ ବିଜେଡିର ଫଳାଫଳକୁ ଗୋଷ୍ଠୀ କନ୍ଦଳ କିଛି ମାତ୍ରାରେ ପ୍ରଭାବିତ କରିପାରେ l ଅନ୍ୟପଟେ ୨୦୧୯ ନିର୍ବାଚନ ପରେ ବିଜେପି ଓ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି l

ନିକଟରେ କଂଗ୍ରସର ଏବଂ ଭାଜପା ବିଭିନ୍ନ ଅଞ୍ଚଳରେ ସମାବେଶ କରି ଅନ୍ୟଦଳର କିଛି ଛାମୁଆ ନେତାଙ୍କୁ ଦଳରେ ସାମିଲ କରି ବିଜେଡିର ଚିନ୍ତାକୁ ବଢ଼ାଇଦେଇଛନ୍ତି l ସେଇଭଳି ବିଜେପି ମଧ୍ୟ ଏହି ରେସରେ ପଛରେ ନାହିଁ ଦଳ ମୋଦି ସରକାରଙ୍କ ଜନ କଲ୍ୟାଣୀ କାର୍ଯ୍ୟକ୍ରମର ଦ୍ୱାହି ଦେଇ ଭୋଟରଙ୍କ ଭରଷା ଜିତିବାକୁ ଉଦ୍ୟମ କରୁଛି l ସାଂସଦ ସୁରେଶ ପୂଜାରୀ ଦଳର ମଙ୍ଗ ଧରିଥିବା ବେଳେ ଜିଲ୍ଲାରେ କଂଗ୍ରେସ ଦଳ ମଧ୍ୟରେ ସେଭଳି ଜଣାଶୁଣା ଚେହେରା ନଥିବା ଯୋଗୁଁ ଦଳୀୟ ପ୍ରାର୍ଥୀ ନିଜ ବଳରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି l ବିଜେଡି ଚଳିତ ନିର୍ବାଚନରେ ଆସନ ସଂଖ୍ୟା ବୃଦ୍ଧି ସହ ଜିଲ୍ଲା ପରିଷଦ ଅଧକ୍ଷ ପଦ ହାତେଇବାକୁ ପ୍ରସ୍ତୁତ ହେଉଛି l

ତେବେ ବିଜେଡ଼ିକୁ ଏତେ ସହଜରେ ବାଟ ଛାଡ଼ିବେନି ଉଭୟ ବିଜେପି ଓ କଂଗ୍ରେସ l ବିଜେପି ଯୁବ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରୁଥିବା ବେଳେ କଂଗ୍ରସର ପାରମ୍ପରିକ ଭୋଟ ବଳରେ ବରଗଡ଼, ଗଡ ଜିତିବାକୁ ଆଶା ରଖିଛି l ଭାଜପା ର ସ୍ଥିତି ମଜଭୁତି ଯୋଗୁଁ ଶାସକ ବିଜେଡି ପାଇଁ ରାଜବୋରାସମ୍ବର, ଗାଇସିଲେଟ,ପିଇକମାଳ, ଅତାବିରା ଗଡ ଭେଦ କରିବା ଏତେ ସହଜ ନୁହେଁ l ତେବେ ଗତ ଥର ଏଥର ଉଭୟ ଦଳ ଶାସକ ବିଜେଡ଼ିକୁ କଡା ଟକ୍କର ଦେଇପାରୁଛନ୍ତି ନା ବିଜେଡି ନିଜ ନିଜର ସଙ୍ଗଠନ ବଳରେ ସହଜରେ ବିଜୟ ହାସଲ କରିପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

March 14, 2026
Empreo Announces “Empro Carnival”: A Spectacular Multi-Day Automotive Extravaganza in Bhubaneswar

Empreo Announces “Empro Carnival”: A Spectacular Multi-Day Automotive Extravaganza in Bhubaneswar

March 14, 2026
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version