No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁଆରୀ ଶୁକ୍ରବାର) ନୟାଗଡ଼ :- ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଆଜି ରଣପୁର ଅଞ୍ଚଳର ନିର୍ବାଚନ କାର୍ଯ୍ୟଶେଷ କରି ନୟାଗଡ଼ ଅଭିମୁଖେ ଫେରୁଥିଲେ । ଗମ୍ଭାରିଡିହି ନିକଟସ୍ଥ ଗଡ଼ାଣିଆ ପୋଲ ନିକଟରେ ଦୁର୍ଘଟଣା ଗସ୍ତ ହୋଇ ଦୁଇ ଜଣ ବ୍ୟକ୍ତି ଛଟପଟ ହେଉଥିଲେ ।
ଉପଜିଲ୍ଲାପାଳ ସେମାନଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଆଣି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ଜଣାଯାଇଛି । ଦୁର୍ଘଟଣା ଗସ୍ତ ବ୍ୟକ୍ତି ହେଲେ ଗମ୍ଭାରିଡିହି ଗ୍ରାମର ବିଚ୍ଛେଦ ରାଉତ ଏବଂ ତାଙ୍କ ପୁତୁରା ବୋଲି ଜଣାଯାଇଛି । ସେ ବାଇକ ଯୋଗେ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିବା ସୂଚନା ମିଳିଛି ।

No Result
View All Result