ଖୋରଧା-ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଜ ଉପଲକ୍ଷେ ପାରମ୍ପରିକ ତାସ୍ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବାଛରା ପାଟଣା ଖଡ଼ି ପୋଖରୀ ଠାରେ ଅଭିର ନାୟକ ଓ ଟୁନା ନାୟକ ସ୍ମୃତି ଉଦେଶ୍ୟରେ ବାପୁଜୀ ଯୁବକ ସଂଘ କ୍ଲବ ଏବଂ ମା ଜାଗେଶ୍ୱରୀ ରାମ ନାଟକ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ସେଞ୍ଚୁରୀ ତାସ, ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ ଅଂଶ ଗ୍ରହଣ କରିଥିଲେ ।

ଏଥିରେ ଦୁଇ ଦଳ ଫାଇନାଲରେ ପ୍ରବେଶ କରି ମା ମଙ୍ଗଳା କ୍ଲବକୁ ୦୧ ପଏଣ୍ଟରେ ପରାସ୍ତ କରି ଫାଇନାଲ ବିଜେତା ମା ଜାଗେଶ୍ୱରୀ ରାମ ନାଟକ ସଂଘ ବିଜୟ ହାସଲ କରିଛି । କ୍ୟାପେଟନ ଜିତୁ ଘଡେଇ ସହ ପ୍ରଶାନ୍ତ ଘଡେଇ ଏବଂ ପରାସ୍ତ ଟିମର କ୍ୟାପେଟନ ସଙ୍ଗମ ନାୟକ ସହ ଅରୁ ଭାଇ ଏହି ଦୁଇ ଦଳକୁ ଟ୍ରଫି ସହ ପୁଷ୍ପ ମାଲ୍ୟ ଦେଇ ସମ୍ମାନିତ ହୋଇଥିଲେ ।
ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅଥିତି ଭାବେ ବିଜେଡି ରାଜ୍ୟ ଯୁବ ଉପ ସଭାପତି ଅନନ୍ତ ଶତପଥୀ, ଅଧିବକ୍ତା ମିହିର କାନ୍ତ କୋଠାରୀ, ସାମ୍ବାଦିକ ଇଫତେଖାର ଅଲ୍ଲୀ ଏବଂ କାଉନସିଲର ସୁରେଶ ପ୍ରଧାନ ପ୍ରମୁଖ ଯୋଗଦେଇ ରନର୍ସ୍ଅପ ଏବଂ ଚମ୍ପିଆନ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପବିତ୍ର ରଜ ଉପଲକ୍ଷେ ଜଟଣୀ ବାଛରା ପାଟଣା -ୱାର୍ଡ -(14) ଖଳି ପୋଖରୀ -ବିଗତ -4,ବର୍ଷ ଧରି ବାପୁଜୀ ଯୁବକ ସଙ୍ଘ କ୍ଲବ ଏବଂ ମିଳିତ ମା ଜାଗେଶ୍ୱରୀ ରାମ ନାଟକ ସଙ୍ଗ ଆନୁକୂଲ୍ୟରେ ଏକ ସେଞ୍ଚରୀ ତାସ, ଟୁନା ମେଣ୍ଟ -16 -ଟିମ,















