No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଜାନୁଆରୀ ଗୁରୁବାର ) ବରଗଡ଼ :- ମନୋନୟନ ପତ୍ର ଦାଖଲ ର ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ଜିଲ୍ଲା ରେ ମୋଟ ୨୦୧୨ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୧୨୪୩, ସରପଞ୍ଚ ପଦବୀ ପାଇଁ ୪୨୪, ସମିତି ସଭ୍ୟ ପଦ ପାଇଁ ୨୯୦,

ଜିଲ୍ଲା ପରିଷଦ ସଭ୍ୟ ପାଇଁ ୫୫ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଥିଲେ । ଆଜି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପାଇଁ ବିଭିନ୍ନ ଦଳ ପକ୍ଷରୁ ନିଜ ପ୍ରାର୍ଥୀ ଙ୍କ ସହ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

No Result
View All Result