No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ରାୟଗଡ଼ :- ରାୟଗଡ ବ୍ଲକ ପଦ୍ମପୁର ଠାରେ ଆଜି ସନ୍ଦ୍ୟା ରେ ବେଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦଘାଟନ ହୋଇଯାଇଛି. ଉକ୍ତ ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ, ଥାନା ଅଧିକାରୀ ଗୋବିନ୍ଦ ଗୌଡ଼, କରଡ଼ାସିଙ୍ଗି ସରପଞ୍ଚ ପ୍ରତିମା ବିଶ୍ୱାଳ,ହରିହର ବିଶ୍ୱାଳ ପ୍ରମୁଖ ଯୋଗଦେଇ ରିବନ କାଟି କାର୍ଯ୍ୟକ୍ରମ ଆରମ୍ଭ ଥିଲେ. ଲୁକାୟିତ କ୍ରୀଡ଼ାବିତକୁ ଲୋକଲୋଚନକୁ ଆଣିବା ସକାଶେ

ଏହିପରି ଟୁର୍ମାମେଣ୍ଟ ର ଆବଶ୍ୟକ ରହିଥିବା ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ. ଟୁର୍ନାନେଣ୍ଟର ଉଦଘାଟନ ପରେ ସହୀଦ ଯବାନ ପର୍ଶୁରାମ ଶବର ଙ୍କ ଉଦ୍ୟେଶ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା. ଟୁର୍ନାମେଣ୍ଟ ରେ 48ଟି ଟିମ ଭାଗ ନେଇଥିବା ବେଳେ ଚାରି ଦିନ ଟୁର୍ନାମେଣ୍ଟ ହେବ ବୋଲି ଟୁର୍ନାମେଣ୍ଟ ର ସଭାପତି ସେନାପତି ଶବର ପ୍ରକାଶ କରିଛନ୍ତି. ରେଫେରୀ ଭାବେ ପ୍ରଦୀପ ସାମଲ, କମେଂଟେରୀ ଭାବେ କାଳୀ ପ୍ରସାଦ ଶବର ଯୋଗଦେଇ ପରିଚାଳନା କରିଥିଲେ.

No Result
View All Result