No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ରଣପୁର :- ରଣପୁର ୧୯୮୬ ମସିହା ବ୍ୟାଚ୍ ର ବନ୍ଧୁ ମିଳନ ଅନୁଷ୍ଠିତ । ରଣପୁର ର ବିସି ହାଇସ୍କୁଲ ର ୧୯୮୬ ମସିହା ବ୍ୟାଚ୍ ର ଛାତ୍ର ମାନେ ଆଜି ମା ମଣିନାଗ ପରିସର ରେ ଉପସ୍ଥିତ ହୋଇ ଭୋଜି ର ଆୟୋଜନ କରିଥିଲେ । ୩୫ ଜଣ ଛାତ୍ର ଙ୍କ ଉପସ୍ଥିତ ରେ ଏହି ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି ।
ଏହି ବନ୍ଧୁ ମିଳନରେ ସୌମେନ୍ଦ୍ର (ପିଟୁ) ସାହୁ ଆୟୋଜକ ଓ ଅଭିମନ୍ୟୁ ମହାରଣା , ବିନୋଦ କୁମାର ପୃଷ୍ଟି , ଚକ୍ରଧର ଷଡ଼ଙ୍ଗୀ, ଅକ୍ଷୟ ରାୟ , ଦିଲ୍ଲୀପ ମତ୍ତା , ଲୁନା ମହାପାତ୍ର, ଶରତ ବାରିକ ଇତ୍ୟାଦି ପରିଚାଳନା କରିଥିଲେ । ଏତଦବ୍ୟତୀତ ଅନ୍ୟ ଛାତ୍ର ମାନେ ଉପସ୍ଥିତ ଥିଲେ ।
No Result
View All Result