No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଡିସେମ୍ବର ମଙ୍ଗଳବାର ) ବରଗଡ :- ବରଗଡ ହୋଟେଲ ମଙ୍ଗଳମ ପେଲେସ ଠାରେ କ୍ରେତା ବିକ୍ରେତା ସମ୍ମିଳନୀ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲାପାଳ ଶ୍ରୀମତୀ ମନିଶା ବାନାର୍ଜୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ବରଗଡ କୃତିବାସ ରାଉତ, ରାଜଗୋପାଳ ଦାସ, ଡେପୁଟି ସିଇଓ ଓରମାସ, ଶାନ୍ତନୁ ମେହେର ଏଡିଟି ବରଗଡ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସୁଶ୍ରୀ କନିକା ଭୂତାନି ପରିଚାଳନା କରିଥିବା ବେଳେ ବିଷ୍ଣୁପ୍ରସାଦ ପଣ୍ଡା କ୍ଲଷ୍ଟର ନୋଡାଲ ଅଫିସର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result