• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ବାସୀ ଟାଟା ପରିଚାଳନା ରେ ଅସନ୍ତୁଷ୍ଟ

Proprietor Abhimanyu Maharana by Proprietor Abhimanyu Maharana
December 19, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁର ବାସୀ ଟାଟା ପରିଚାଳନା ରେ ଅସନ୍ତୁଷ୍ଟ
Share on FacebookShare on TwitterWhatsapp

ସହିଦ ରଘୁ-ଦିବାକର ବିଚାର ମଚଂ ଓ ନିମ୍ନ ସ୍ୱାକ୍ଷରକାରୀ ରଣପୁର ଜନସାଧାରଣ ତଥା ଉପଭୋକ୍ତା ସମୂହ ନିମ୍ନ ବିଷୟମାନ ଆପଣଙ୍କ ଗୋଚରାର୍ଥେ ଜଣାଇ ଉଚିତ୍ ପଦକ୍ଷେପ ନେବାକୁ ଅନୁୁରୋଧ କରୁଅଛୁ ।

ଉପଭୋକ୍ତା ଙ୍କ ସମସ୍ୟା ଆଲୋଚନା ମାଧ୍ୟମରେ ଦୂର କରି ଟଙ୍କା କେତେ ଦେବା କଥା ସ୍ଥିର କରି କିସ୍ତି ମାଧ୍ୟମରେ ସଂଗ୍ରହ ହେଉ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) ରଣପୁର :- ରଣପୁର ବିଦ୍ୟୁତ ବିଭାଗ ,ଓଡିଶାର ଉପଭୋକ୍ତା ମାନଙ୍କ ପାଇଁ ବିଦ୍ୟୁତ ଯୋଗାଣ କାର୍ଯ୍ୟକ୍ରମ ଯଥାକ୍ରମେ OSEB, CESCO, FEDCO ଓ ବର୍ତମାନ TATA ଦ୍ୱାରା ପରିଚାଳିତ ହେଉଛି । ଉପଭୋକ୍ତାମାନେ ପୂର୍ବକକ୍ତୋ ପରିଚାଳକ ମାନଙ୍କ ସମୟରେ ସେମାନଙ୍କର ବିଭିନ୍ନ ଅସୁବିଧା ଯଥାକ୍ରମେ ମିଟର ଖରାପ, ଅଧିକ ବିଲିଂ ଏବଂ ବିଦ୍ୟୁତ ସଂଯୋଗ ନଥାଇ (ସଂଯୋଗ ଛିନ୍ନ ହୋଇଥିବା ନଦର୍ଶାଇ) ବିଲ ଦେବା ଯୋଗୁଁ ଉପଭୋକ୍ତା ମାନେ ପରିଚାଳକଙ୍କୁ ଜଣାଇଥିଲେ ବି ତାହା ସମାଧାନ ନକରି ବିଲ ଦେଇଥିବାରୁ ଉପଭୋକ୍ତା ଟଙ୍କା ନ ଦେଲେ ବି ପରିଚାଳକ ଲାଇନ୍ ବିଚ୍ଛିନ୍ନ ବର୍ଷ ବର୍ଷ ଧରି ବକେୟା ରଖିଥିବା ବେଳେ ବର୍ତମାନ ପରିଚାଳକ ତାହା ଧମକାଇ ଆଦାୟ କରିବା ବନ୍ଦ ହେଉ ।

ଉପଭୋକ୍ତା ଙ୍କ ସମସ୍ୟା ଆଲୋଚନା ମାଧ୍ୟମରେ ଦୂର କରି ଟଙ୍କା କେତେ ଦେବା କଥା ସ୍ଥିର କରି କିସ୍ତି ମାଧ୍ୟମରେ ସଂଗ୍ରହ ହେଉ ଏବଂ ଅନ୍ୟାନ୍ୟ ସମସ୍ୟା ସଂପର୍କେ । ମହାଶୟ, ସହିଦ ରଘୁ-ଦିବାକର ବିଚାର ମଚଂ ଓ ନିମ୍ନ ସ୍ୱାକ୍ଷରକାରୀ ରଣପୁର ଜନସାଧାରଣ ତଥା ଉପଭୋକ୍ତା ସମୂହ ନିମ୍ନ ବିଷୟମାନ ଆପଣଙ୍କ ଗୋଚରାର୍ଥେ ଜଣାଇ ଉଚିତ୍ ପଦକ୍ଷେପ ନେବାକୁ ଅନୁୁରୋଧ କରୁଅଛୁ । ଯେ, ସର୍ବସାଧାରଣ ପୁର୍ବବର୍ତୀ ପରିଚାଳକ ମାନଙ୍କ ସମୟରେ ବକେୟା ଥିବା ଟଙ୍କା କୁ ବର୍ତମାନ ଆଦାୟ କରିବା ବନ୍ଦ ହେଉ । ଉପଭୋକ୍ତାମାନଙ୍କୁ ନୋଟିସ ଦ୍ୱାରା ଡକାଯାଇ ଶୁଣାଣି ହେଉ ଏବଂ ଉପଭୋକ୍ତାର ଅସୁବିଧା ସମାଧାନ କରି ଆଲୋଚନା ଭିତିରେ ଦେୟ ସ୍ଥିରୀକୃତ କରାଯାଇ କିସ୍ତି ମାଧ୍ୟମରେ ସଂଗ୍ରହ କରାଯାଉ ।

ବକେୟା ଦେୟ ପାଇଁ କୌଣସି ଉପଭୋକ୍ତାର ବିଦ୍ୟୁତ ବିଚ୍ଛିନ୍ନ କରାନଯାଉ । ଯେ, ବର୍ତମାନ ପରିଚାଳକ ଯୋବେଠାରୁ ଦାୟୀତ୍ୱ ବହନ କଲେ, ସେବେଠାରୁ ପ୍ରତିମାସର ଦେୟ ଉପଭୋକ୍ତା ମାନଙ୍କ ଠାରୁ ଆଦାୟ କରନ୍ତୁ । କୌଣସି ଉପଭୋକ୍ତା କ୍ରମାଗତ ଭାବେ ତିନି ମାସ ମାସିକ ଦେୟ ପ୍ରଦାନ ନକଲେ ଉପଭୋକ୍ତା ଙ୍କୁ ୧୫ ଦିନିଆ ନୋଟିସ୍ ଦେଇ ବିଦ୍ୟୁତ ଯୋଗାଣ ବନ୍ଦ ହେଉ ଏବଂ ଉପଭୋକ୍ତା ଅନ୍ତତଃ ଦେୟର ୫୦% ଦେଇ ଦେଲେ ବିଦ୍ୟୁତ ପୁନଃ ସଂଯୋଗ କରାଯାଉ ଏବଂ ବକେୟା ୫୦% କୁ ଉପଭୋକ୍ତାଙ୍କ ଠାରୁ କିସ୍ତିରେ ୩ ମାସ ମଧ୍ୟରେ ମାସିକ ଦେୟ ସହ ନିଆଯାଉା କାରଣ ବର୍ତମାନର ଉପଭୋକ୍ତା କୋଭିଡ୍ ମାଡରେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି ।

ଯେ, ତୃତୀୟତଃ, ଅନେକ ଗରୀବ ଲୋକ ବିଦ୍ୟୁତ ସଂଯୋଗ ପାଇଁ ଆବଶ୍ୟକୀୟ ଦେୟ ଅଭାବରୁ ବିଦ୍ୟୁତ ସଂଯୋଗ ନେଇ ନପାରିଥିବାରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କ ଘରକୁ ବିଦ୍ୟୁତ ସଂଯୋଗ ମାଗଣାରେ ଦେଇଥିଲେ, ଦେବାବେଳେ ସେମାନଙ୍କୁ କେଉଁ ଭଳି ସେମାନେ ବ୍ୟବହାର କରିବେ ଏବଂ କେତେ ୟୁନିଟ୍ ପାଇଁ ମାଗଣା ଓ କେତେ ୟୁନିଟ୍ ଉପରକୁ ଜାଳିଲେ ସେମାନେ କେଉଁ ଭଳି ମାସିକ ଦେୟ ଦେବେ, ସେ ସଂପର୍କରେ ପରିଚାଳକ ମାନେ କୌନସି ମାର୍ଗଦର୍ଶିକା ପ୍ରଦାନ ନକରି, ସେତେବେଳେ ମାସିକ ବିଲ୍ ପ୍ରଦାନ ନକରି ବର୍ଷେ, ୨ ବର୍ଷ ପରେ ଏକାଠୀ ସେମାନଙ୍କୁ ଟ ୨୦.୦୦୦/- (କୋଡିଏ ହଜାର) ରୁ ଉର୍ଦ୍ଧ୍ୱ ବିଲ ଦେବା କେତେ ଦୂର ଯଥାର୍ଥ ଏବଂ ତାହା କିଭଳି ଆଦାୟ ହେବ ତାହା ଆଲୋଚନା ସାପେକ୍ଷ ତେଣୁ, ନିତିଭିତିକ ଆଲୋଚନା କରାଯାଇ ନିର୍ଣ୍ଣୟ ନେବା ପର୍ଯ୍ୟନ୍ତ ଗରୀବ ଲୋକଙ୍କ ଠାରୁ ପୂର୍ବକ୍ତୋ ଦେୟ ଆଦାୟ ବନ୍ଦ ରହୁ ।

ବର୍ତମାନର ମାସିକ ଦେୟ ସଂଗ୍ରହ କରାଯାଉ । ଯେ, ଯେତେ ଉପଭୋକ୍ତା ରଣପୁର ଏନଏସିରେ ବିଦ୍ୟୁତ ବିଭାଗର ଅଛନ୍ତି ସେମାନଙ୍କ ମଧ୍ୟରେ ୮୦% ଉପଭୋକ୍ତା ବିଲ୍ ପଢିବା ବା ବୁଝିବା ସମ୍ଭବ ନୁହେଁ ଏବଂ ଲିଖିତ ଅଭିଯୋଗ ମଧ୍ୟ ଦେବା କଷ୍ଟ । ଏପରିସ୍ଥଳେ ସେମାନଙ୍କର ଅସୁବିଧା ପାଇଁ ତାଙ୍କୁ ଟାଙ୍ଗୀ, ବାଲୁଗାଁ ପଠା ନଯାଇ ପ୍ରତିମାସରେ ବିଚାର ମଚଂର ଦୁଇ ଜଣ ପ୍ରତିନିଧି, ପରିଚାଳକଙ୍କ ପ୍ରତିନିଧି ଟାଙ୍ଗୀ ପଦାଧିକାରୀ ଏବଂ ରଣପୁର ବିଦ୍ୟୁତ ଯୋଗାଣ ଅଧିକାରୀ ଙ୍କ ଉପସ୍ଥିତିରେ କ୍ୟାମ୍ପ କରାଯାଇ ଶୁଣାଣି ବ୍ୟବସ୍ଥା ହେବା ସହ ସମସ୍ୟା ସମାଧାନ କରାଯାଉ । ବର୍ତମାନର ବିଦ୍ୟୁତ ଉପଭୋକ୍ତା କେଉଁ ଭଳି ଭାବେ ଦେୟ ପ୍ରଦାନ କରିବ ତାର ବିବରଣୀ ଓଡିଆରେ ବିଦ୍ୟୁତ ବିଭାଗ ଠାରେ ଏବଂ ସର୍ବସାଧାରଣରେ ଏନଏସିରେ ୫ ଟି ଜାଗାରେ ଲିଖିତ ବୋର୍ଡ ରହୁ ।

ଯେ, ବିଦ୍ୟୁତ ଯୋଗାଣ ନିମିତ ବର୍ତମାନର ପରିଚାଳକଙ୍କ ତରଫରୁ କାର୍ଯ୍ୟରତ କୌଣସି କର୍ମଚାରୀ ଉପଭୋକ୍ତାଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ ନକରନ୍ତୁ । ଯଦି କେହି କର୍ମଚାରୀ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରନ୍ତି, ତେବେ ପରିଚାଳକ ଅଭିଯୋଗକୁ ତଦନ୍ତକରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ଯେ, ମଣିନାଗ ପର୍ବତ ଉପରେ ଅଧିଷ୍ଠିତ ମା’ ମଣିନାଗ ମନ୍ଦିର ପର୍ଯ୍ୟନ୍ତ ବିଦ୍ୟୁତ ଖୁଂଟ ପ୍ରାୟ ୧ ବର୍ଷ ହେଲା ପୋତା ଯାଇ ଥିଲେ ମଧ୍ୟ ବିଦ୍ୟୁତ ଯୋଗାଣ ଅଭାବରୁ ବର୍ତମାନ ପର୍ଯ୍ୟନ୍ତ ଜଳି ପାରି ନାହିଁ, ତେଣୁ ଆପଣଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ।

1. ବର୍ତମାନ ଆପଣଙ୍କ ତରଫରୁ ଲାଗିଥିବା ମିଟର ଯେ, ସମ୍ପୂର୍ଣ୍ଣ ଠିକ୍ ଏହା କିଭଳି ଜଣାପଡିବ ଏବଂ ଆପଣ ବସାଉଥିବା ମିଟର ଆପଣ କିଣି ଆଣି ଲଗାଉଛନ୍ତି ତାହା ସଠିକ୍ ଏହା ଉପଭୋକ୍ତା କିଭଳି ଜାଣିବ…?

2. ଉପଭୋକ୍ତା ଜାଣୀବା ଉଚିତ୍ ନୁହେଁ କି…?

ତେଣୁ ଏଥିନିମିତ ଏକ ମାର୍ଗ ନିର୍ଣ୍ଣୟ ହେବାର ଆବଶ୍ୟକତା ଅଛି । ଉପରୋକ୍ତ ବିଷୟ ଗୁଡିକୁ ସ୍ଥିର ମନ ସ୍ଥୀରଚିତରେ ବିଚାର କରି ଆଲୋଚନା ଭିତିରେ ମାର୍ଗଦର୍ଶୀକା ନିର୍ଣ୍ଣୟ କରି ପଦକ୍ଷେପ ନେବାକୁ ଅନୁରୋଧ । ବିଚାରଲୋଚନା ନକରି ପୂର୍ବ ବକେୟା ପାଇଁ କୌଣସି ଉପଭୋକ୍ତାର ବିଦ୍ୟୁତ ବିଚ୍ଛିନ୍ନ କରାନଯାଉ । ଏବଂ ଆଲୋଚନା ପୂର୍ବରୁ ବକେୟା ଆଦାୟ ବନ୍ଦ ରହୁ । ଯଦି ଉପଭୋକ୍ତାଙ୍କ ଅଭିଯୋଗ ଅଣଦେଖା କରାଯାଏ ଉପଭୋକ୍ତାମାନଙ୍କ ତରଫରୁ ବିଚାର ମଚଂ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

June 25, 2026
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version