• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ର ପ୍ରତିଷ୍ଠା ଦିବସ

Proprietor Abhimanyu Maharana by Proprietor Abhimanyu Maharana
December 12, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Xavier Institute of Management : XIM University hosted its Foundation
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଡିସେମ୍ବର ରବିବାର ) ଭୁବନେଶ୍ୱର :- ଜାଭିୟର୍ ସ୍କୋୟାର ସ୍ଥିତ ପୁରାତନ କ୍ୟାମ୍ପସ୍ରେଅନୁଷ୍ଠିତ ହୋଇ ଯାଇଅଛି | ଏହି କାର୍ଯ୍ୟକ୍ରମରେ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ୍ ଏବଂ ଏକ୍ଜେକ୍ୟୁଟିଭ୍ ଏମବିଏର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ | ପ୍ରତିଷ୍ଠା ଦିବସ ଅନୁଷ୍ଠାନର ଗରିମାମୟ ଇତିହାସକୁ ସ୍ମୃତିଚରଣ କରିବାର ଏକ ଉତ୍ସବ ହେବାସହ ଅନ୍ୟ ଏକ ସଫଳାତାପୂର୍ଣ ବର୍ଷର ଆବାହନର ସଂକେତ | ଏହି ସଭାରେ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସି.ଆଇ.ଆଇ) ର ମହାନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଜିତ୍ ବାନାର୍ଜୀ ମୁଖ୍ୟ ଅତିଥି ଏବଂ ବକ୍ତାଭାବରେ ଯୋଗ ଦେଇଥିଲେ | ବିଗତ ୩୩ ବର୍ଷ ଧରି ଶ୍ରୀ ବାନାର୍ଜୀ ସି.ଆଇ.ଆଇ ସଂଗେ ଜଡିତ ରହିଛନ୍ତି ଓ ୨୦୦୮ ରୁ ସେ ଏହାର ମହାନିର୍ଦେଶକ ଭାବରେ କାର୍ଯ୍ୟରତ ଅଛନ୍ତି | ସି.ଆଇ.ଆଇର ଡିଜି ଭାବରେ,ଭାରତର ବିକାଶ ପାଇଁ ତାଙ୍କର ଅନେକ ନୀତି ସ୍ତରୀୟ ଆଲୋଚନାରେ ଅବଦାନ ରହିଛି |

ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଶ୍ରୀ ରାଜୀବ କୌଲ, ଅଧ୍ୟକ୍ଷ, ଏମିରିଟସ୍, ବୋର୍ଡ ଅଫ୍ ଗଭର୍ନର୍ସ, ଡଃ. ଫାଦର୍ ଆଣ୍ଟୋନି ଆର୍ଉଭାରୀ, ଏସ୍ ଜେ, ଉପକୁଳପତି, ଏକ୍ସଆଇଏମ୍ବିଶ୍ୱବିଦ୍ୟାଳୟ ଏବଂ ଡଃ.ଫାଦର୍ଏସ୍ ଆଣ୍ଟୋନି ରାଜ୍, ଏସ୍ ଜେ, ରେଜିଷ୍ଟ୍ରାର୍, ଏକ୍ସଆଇଏମ୍ବିଶ୍ୱବିଦ୍ୟାଳୟ ଉପସ୍ଥିତ ରହିଥିଲେ | ଏହି ଅବସରରେ ଶ୍ରୀ ଚନ୍ଦ୍ରଜିତ୍ ବାନାର୍ଜୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ୍ରେ ସମ୍ମାନଜନକ ଡକ୍ଟରାଲ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା | ଶ୍ରୀ ବାନାର୍ଜୀଙ୍କୁଶ୍ରୀ ରାଜୀବ କୌଲ ଓ ଡଃ. ଫାଦର୍ଆଣ୍ଟୋନି ଆର୍ଉଭାରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା | ଅତିଥି, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ଶ୍ରୀ ରାଜୀବ କୌଲ, ଅଧ୍ୟକ୍ଷ, ଏମରିଟସ୍, ବୋର୍ଡ ଅଫ୍ ଗଭର୍ନର୍ସ, ତାଙ୍କର ସ୍ୱାଗତ ବକ୍ତବ୍ୟରେ ଶ୍ରୀ ବାନାର୍ଜୀଙ୍କ ନିମନ୍ତେକହିଥିଲେ ଯେ “ଶ୍ରୀ ଚନ୍ଦ୍ରଜିତ୍ ବାନାର୍ଜୀ ହିଁ ପ୍ରକୃତ ଜାଭେରିଆନ୍, ଯୁବ ପିଢ଼ି ପାଇଁ ଏକ ଆଦର୍ଶ ଏବଂ କେବଳ ସି.ଆଇ.ଆଇ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ସ୍ପଷ୍ଟବାଦୀ  ଅଧିନାୟକ |

“ପ୍ରତିଷ୍ଠା  ଦିବସ ତଥା ସନ୍ଧ୍ୟାର ସମ୍ମାନିତ ମୁଖ୍ୟ ଅତିଥି ଭାବରେ ଶ୍ରୀ ଚନ୍ଦ୍ରଜିତ୍ ବାନାର୍ଜୀ ଏହି ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ନିଜର ଅନୁଭୂତିକୁ ପରିପ୍ରକାଶ କରିଏକ ଭଲ ସଂଗଠନ ରେ କାର୍ଯ୍ୟ କରିବାର ମହତ୍ତ୍ୱ ବର୍ଣନା କରିଥିଲେ | ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ କିପରି ସଂଗଠନର ମୂଲ୍ୟ ପ୍ରଣାଳୀ ତଥା ନୈତିକତା କାର୍ଯ୍ୟ ସନ୍ତୁଷ୍ଟି ଓ ପ୍ରେରଣା କାରକ ହୋଇଥାଏ | ସେ ଭାରତୀୟ ଅର୍ଥନୀତି ଉପରେ ନିଜର ଜ୍ଞାନ ବିତରଣ କଲେ ଏବଂ ଏହାକୁ ସର୍ବଭାରତୀୟ ସ୍ତରରେ ସର୍ବ ବୃହତ ବିକାଶଶୀଳ ଦେଶ ବୋଲି କହିଲେ |  ଆଗାମୀ ୨୫ ବର୍ଷର ଭାରତ ପାଇଁ ତାଙ୍କର ସ୍ୱପ୍ନ ବିଷୟରେ ମଧ୍ୟ ଚର୍ଚା କରିଲେ । ଏହା ସହ ସେ ସରକାରୀ ଏବଂ ବେସରକାରୀ କ୍ଷେତ୍ର ମଧ୍ୟରେ ସହଭାଗିତାକୁ କିପରି ଉତ୍ସାହିତ କରାଯିବା ଉଚିତ ସେ ବିଷୟରେ କହିଥିଲେ;ଭାରତକୁ ଏକ ବୈଷୟିକ ଜ୍ଞାନଶୀଳ ରେ ବିକଶିତ ରାଷ୍ଟ୍ର ବୋଲାଇବା ପାଇଁ ପରିମାଣିକ ଲକ୍ଷ୍ୟ ସ୍ଥିର କରାଯିବା ଉଚିତ |

ସେ ଭାରତର ଯୁବକମାନଙ୍କୁ ଆଦର୍ଶବାଦୀ, ଉତ୍ସାହି, ସୃଜନଶୀଳ ସମ୍ବୋଧିତ କରିଥିଲେ ଓ ଅଧିକ ସାହାସିକତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ | ଭାରତର ଟୀକାକରଣ ଅଭିଯାନର ଉଦାହରଣ ଦେଇ ସେ ବଡ଼ ଚିନ୍ତାଧାରା ର ମୂଲ୍ୟ ବୁଝାଇଥିଲେ | ସେ ଯୁବକମାନଙ୍କୁ ସମ୍ବେଦନଶୀଳ ନେତା ହେବାକୁ ଉତ୍ସାହିତ କରିଥିଲେ | ଏକ ସମ୍ପୃକ୍ତତାକୁ ନିର୍ବାହ କରିପାରୁଥିବା ସାଂଗଠନିକ ସଂସ୍କୃତି ଗଠନ କରିବା ପାଇଁ ଏବଂ ଶେଷରେ ‘100 ରେ ଭାରତର ସ୍ୱପ୍ନ ପାଇଁ ମଧ୍ୟ ପ୍ରେରିତ କରିଲେ | ଡଃ.ଫାଦର୍ଏସ୍ ଆଣ୍ଟୋନି ରାଜ୍ କର୍ମଚାରୀମାନଙ୍କୁ ସେମାନଙ୍କର ଦୀର୍ଘ ସେବା, ପ୍ରତିବଦ୍ଧତା ଏବଂ ଅନୁଷ୍ଠାନ ପ୍ରତି ଉତ୍ସର୍ଗୀକୃତତା ପାଇଁ ସମ୍ବର୍ଦ୍ଧିତ କରିଥିଲେ | ଶେଷରେ, ଡଃ.ଫାଦର୍ଆଣ୍ଟୋନି ଆର୍ ଉଭାରୀଙ୍କ ଧନ୍ୟବାଦ ସହ କାର୍ଯ୍ୟକ୍ରମ ଉତଯାପିତ ହୋଇଥିଲା ଯେଉଁଥିରେ ସେ ମୁଖ୍ୟ ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସମସ୍ତଙ୍କୁ ଅନୁଷ୍ଠାନ ପ୍ରତି ରହିଥିବା ଅବଦାନ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ |”ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ଦୃଢ ହିତାଧିକାରୀ ହୋଇଥିବାରୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ |” ଏହି ଉଦ୍ଧୃତି ସହିତ ଡଃ. ଫାଦର୍ ଆଣ୍ଟୋନି ଆର୍ ଉଭାରୀଉତ୍ସବକୁ ସମାପ୍ତ କରିଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version