• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡିମ୍ପଲଙ୍କୁ ଛାଡ଼ି ସୁମିତ ଛୁ : କୋର୍ଟର ଆଦେଶକୁ ଭୁଲିଗଲେ ସୁମିତ

Proprietor Abhimanyu Maharana by Proprietor Abhimanyu Maharana
December 10, 2021
in ଓଡ଼ିଶା, ଗଞ୍ଜାମ, ମହାନଗର, ହୋମ୍
0
ଡିମ୍ପଲଙ୍କୁ ଛାଡ଼ି ସୁମିତ ଛୁ : କୋର୍ଟର ଆଦେଶକୁ ଭୁଲିଗଲେ ସୁମିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- କୋର୍ଟର ଆଦେଶ ଅନୁସାରେ ଡିମ୍ପଲ ଓ ଡକ୍ଟର ସୁମିତ ନିଜ ନିଜର ପରିବାର ଠାରୁ ଦୂରରେ ରହୁ ଥିଲେ । ପ୍ରଥମେ କୋର୍ଟ ସେମାନଙ୍କୁ କାଉନସେଲିଂ କରି ଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଏକାଠି ଏକ ରୁଦ୍ଧ କୋଠରୀରେ ଛଡାଯାଇ ଅନ୍ୟମାନଙ୍କୁ ନିଷେଧାଦେଶ ଜାରି କରାଯାଇଥିଲା । ଏହାପରେ କୋର୍ଟ ସେମାନଙ୍କୁ ଏକ ଘରେ ୭ ଦିନ ପାଇଁ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଜାଗାଟି ଥିଲା ଆସିକା ଚିନିକଳ ଅତିଥି ଭବନ । ଗୋଟିଏ ଥର ୭ ଦିନ ରହିସାରିବା ପରେ ଆଉ ୭ ଦିନ ରହିବା ପାଇଁ କୋର୍ଟଙ୍କ ଆଦେଶ ଥିଲା ।

ଯେଉଁଠାକୁ କାହାରି ପକ୍ଷରୁ କୌଣସି ଲୋକ ଯାଇପାରିବେ ନାହିଁ । ସେମାନେ ମାତା ପିତା ହୁଅନ୍ତୁ ଅବା ବନ୍ଧୁ ବାନ୍ଧବ ସମସ୍ତଙ୍କ ପାଇଁ ନିଷେଦ୍ଧାଦେଶ ଥିଲା । ଏମିତିରେ ସେମାନଙ୍କୁ ପୋଲିସ କର୍ଡନ ଭିତରେ ରଖାଯାଇଥିଲା । ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ କୋର୍ଟ ଚାହୁଁଛନ୍ତି ସେମାନେ ପୁଣି ମିଶି ସ୍ୱାମୀ ସ୍ତ୍ରୀ ହୋଇ ରୁହନ୍ତୁ । ଏଥିପାଇଁ ଡିମ୍ପଲ ଦୀର୍ଘ ୧୧ ଦିନ ଧରି କୋର୍ଟ ସାମ୍ନାରେ କ୍ୟାମ୍ପ ପକାଇ ଅନସନରେ ବସିଥିଲେ ।

ଏମିତିରେ ଡିମ୍ପଲ କହିଛନ୍ତି କି ତାଙ୍କର ଯଦି ଇଚ୍ଛା ନଥିଲା ସେ ମୋତେ ବିବାହ କରୁଥିଲେ କେମିତି ? ସିଏ ଜଣେ ୬ ବର୍ଷ ପାଠ ପଢ଼ିଥିବା ଡାକ୍ତର । ମୁଁ ତାଙ୍କୁ ବିବାହ କରିନାହିଁ ଅୟସରେ ରହିବା ପାଇଁ ସିଏ ଯେମିତି ରଖିବେ ମୁଁ ସେମିତି ରହିବି । ମୁଁ ବାରଣ୍ଡାରେ ଶୋଇବା ବେଳେ ସିଏ ମଧ୍ୟ ମୋ ସହିତ ଶୋଇଛନ୍ତି । ଏତେ ସବୁ କଥା ହେଲା ପରେ ଡକ୍ଟର ସୁମିତ ସବୁକୁ ଭୁଲ୍ ପ୍ରମାଣ କରି ଫେରାର । ସନ୍ଧ୍ୟା ହେଲା ତପସ୍ୱିନୀ ବର୍ତ୍ତମାନ ସେ ଜାଗାରେ ଏକୁଟିଆ । ସିଏ କହିଛନ୍ତି ଭଗବାନଙ୍କୁ ଭରସା କରି ସେଇଠି ପଡି ରହିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ

ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ

June 22, 2026
ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ – ସଫଳ ସାମାଜିକ ପୁନର୍ବାସ

ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ – ସଫଳ ସାମାଜିକ ପୁନର୍ବାସ

June 22, 2026
ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

June 22, 2026
 ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ – କପାଣି ଛକରେ ରାସ୍ତାରୋକ 

 ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ – କପାଣି ଛକରେ ରାସ୍ତାରୋକ 

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ

ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ

June 22, 2026
ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ – ସଫଳ ସାମାଜିକ ପୁନର୍ବାସ

ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ – ସଫଳ ସାମାଜିକ ପୁନର୍ବାସ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version