No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ବରଗଡ଼ :- ବରଗଡ଼ ସଦର ମହକୁମା ସ୍ଥିତ ଜାତୀୟ ସ୍ବାସ୍ଥ୍ୟ ମିଶନ ର ସମ୍ମିଳନୀ କକ୍ଷଠାର ଯକ୍ଷ୍ମା ରୋଗ ସଂପୂର୍ଣ୍ଣ ନିରାକରଣ ନିମିତ୍ତ ମେଡିକାଲ ଅଫିସର ମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ସ୍ବାସ୍ଥ୍ୟ ସମିତି ବରଗଡ ଆନୁକୁଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ପିଏମଡିଟି ଗାଇଡ ଲାଇନ ଏବଂ ପିଏମଟିପିଟି ସଂପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା ।
No Result
View All Result