No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ପଦ୍ମପୁର :- ଆଜି ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ବିକ୍ରମନଗର ଖେଳ ପଡିଆ ଠାରେ ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳର ଏକ ମିଶ୍ରଣ ପର୍ବ ସହ ତ୍ରୀସ୍ତରୀୟ ପଞ୍ଚାୟତ ପ୍ରସ୍ତୁତି ବୈଠକ ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀଙ୍କ ସଭାପତିତ୍ବରେ ଓ ଶ୍ରୀ ପାନାଲାଲ ସେଠଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ଯ ଶ୍ରୀମତୀ ରମଲା ଲୁହାର,ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ବଳରାମ ସାହୁ,ପଞ୍ଚାୟତ ପ୍ରମୁଖ ଶଶିଧର ସାହୁ,ସରୋଜ ମିର୍ଦ୍ଧା,ଦିବ୍ଯ ପାଣ୍ତେ,ରାଜେନ୍ଦ୍ର ସେଠ,ଡିଗ୍ରୀଧର ସାହୁ,ଶଶିଧର ରାଉତ,ବାଜୁବନ ନାଏକ ପ୍ରମୁଖ ଯୋଗଦେଇ ଥିଲେ ।

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ,ସମିତିସଭ୍ଯ,ଜିଲ୍ଲା ପରିଷଦ ସଭ୍ଯ ପ୍ରାର୍ଥୀ ମାନଙ୍କୁ କିଭଲି ନିର୍ବାଚିତ କରାଯିବ ସେ ସଂପର୍କରେ ବକ୍ତା ମାନେ ମତାମତ ପ୍ରଦାନ କରିଥିଲେ । ମୋଦୀଙ୍କ ସଫଳତା ଓ ରାଜ୍ଯରେ ବିଜୁ ଜନତା ଦଳର ବିଫଳତା ଉପରେ ଗାଁ ଗାଁରେ ସଭା ସମିତି କରିବା ପାଇଁ ସ୍ଥିର କରା ଯାଇଥିଲା । ଏହି ଅବସର ରେ ଶତାଧିକ ବିଜେଡି,କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ ।

ରାଜ ବୋଡାସମ୍ବର ଜମିଦାରଙ୍କ ସାନପୁଅ ଶ୍ରୀ ସୁରେନ୍ଦ୍ର ସିଂ ବରିହା,ବେଦବ୍ୟାସ ସାହୁ,କିଶୋର ଦଣ୍ତସେନା,ଗୌର ପଟେଲ,ଅଜୁର୍ନ ସାହୁ,ଡମ୍ବରୁ ସାହୁ,ଉଦୟ ବନଛୋର,ରାକେଶ ପାଣ୍ତେ,ରୋଶନ ସାହୁ,ଦେବରାଜ ପଟେଲ,ମୁକେଶ ପଟେଲ,ସରୋଜ ରଣା,କଟଙ୍ଗପାଲି ଗ୍ରାମର ସର୍ବଶ୍ରୀ ଲକ୍ଷ୍ମଣ ସାହୁ,ବଳରାମ ସାହୁ,ଜୟନ୍ତ ତାଣ୍ତି,ବଳରାମ ଚାନ୍ଦ,ଘନଶ୍ୟାମ ସାହୁ,ଧୁବ ଚାନ୍ଦ,ହେମରାଜ ସାହୁ,ରାମ ସୁନ୍ଦର ଦାସ,ଡୁଲାମଣି ସାହୁ,ବିଷ୍ଣୁ ବରିହା,

ଜଗସାଏ ସାହୁ,ଲଉଡମାଲ ଗ୍ରାମର ମୀନକେତନ ନିଆର,ଗିରି ମାଝୀ,ବିଜେ ନିଆଲ,ଲକ୍ଷ୍ମୀଧର ଭୋଇ,ରାଜେନ୍ଦ୍ର ସିଦାର,ବାଞ୍ଛନ ଶିକା,ଟଙ୍କ ନିଆଲ,ଚତୁର ଭୋଇ,ଡୁଙ୍ଗୁରିପାଲି ଗ୍ରାମର ମିନୁ ବାରିକ,ଧନପତି ସୁନା,ମୁରଲି ରାଉତ,ଲାଲୁ ସାହୁ,ଭୁରୁ ସୁନା,ଅଜୁର୍ନ ସୁନା ଆଦିଙ୍କୁ ମୁଖ୍ଯ ଅତିଥି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ପୁଷ୍ପଗୁଚ୍ଛ ଓ ବିଜେପି ଟୋପି ପିନ୍ଧାଇ ବିଜେପିରେ ସାମିଲ କରିଥିଲେ ।

No Result
View All Result