No Result
View All Result
ଟାଟା କମ୍ପାନୀକୁ ବିଦ୍ଯୁତ୍ ବିଭାଗ ହସ୍ତାନ୍ତର ବନ୍ଦ କରି ସରକାର ନିଜ ପରିଚାଳନା କରିବା ପ୍ରମୁଖ ଦାବି ଦାବିପତ୍ରରେ ଉଲ୍ଲେଖ ରହିଛି !
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ବୈପାରିଗୁଡା :- ଓଡିଶା ବିଦ୍ଯୁତ ଉପଭୋକ୍ତା ମିଳିତ ମଞ୍ଚ କୋରାପୁଟ ଜିଲ୍ଲା ବୈପାରିଗୁଡା ପକ୍ଷରୁ ମୁଖ୍ଯମନ୍ତ୍ରୀ ଙ୍କ ଉଦ୍ଦେଶ୍ଯରେ ବୈପାରିଗୁଡା ବିଡିଓ ଅଭିମନ୍ଯୁ କବି ଶତପଥି ଙ୍କ ଜରୀଆ ରେ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ! ମୁଖ୍ଯତଃ ଦାବି ଭିତରେ ଜନ ବିରୋଧି ବିଦ୍ଯୁତ୍ ନିୟମ ୨୦୦୩କୁ ପ୍ରତ୍ଯାହାର କରିବା ସହ ୨୦୨୧ ନିୟମକୁ ସଂଶୋଧନ ସମ୍ପୂର୍ଣ୍ଣ ବାତିଲ କରିବା,
ଅଗ୍ରାମ ବିଦ୍ଯୁତ୍ ଦେୟ କୁ ସମ୍ପର୍ଣ୍ଣ ବାତିଲ କରି ବର୍ତ୍ତମାନ ଚାଲିଥିବା ବିଦ୍ୟୁତ୍ ଦେୟ ଗ୍ରହଣ କରାଯାଉ, ବର୍ଦ୍ଧୁତ ବିଦ୍ଯୁତ୍ ଶୁକ୍ଲ ପ୍ରତ୍ଯାହାର କରିବା ଏବଂ ଟାଟା କମ୍ପାନୀକୁ ବିଦ୍ଯୁତ୍ ବିଭାଗ ହସ୍ତାନ୍ତର ବନ୍ଦ କରି ସରକାର ନିଜ ପରିଚାଳନା କରିବା ପ୍ରମୁଖ ଦାବି ଦାବିପତ୍ରରେ ଉଲ୍ଲେଖ ରହିଛି !
ଏହି ଦାବିପତ୍ର ପ୍ରଦାନ ସମୟରେ ବିଦ୍ଯୁତ୍ ଉପଭୋକ୍ତା ମାନଙ୍କ ପକ୍ଷରୁ ସୂର୍ୟ୍ଯ ନାରାୟଣ ବିଶୋଇ, ଗୋପିନାଥ ଦୋରା, ଶଙ୍କର ପାତ୍ର, ବିଶ୍ବଜିତ ବିଶ୍ବାଳ, ବିଜୟ ସିଲପଡିଆ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି !

No Result
View All Result