• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସିଲଭରସିଟି ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ – ୨୦୨୧ର ପୁରସ୍କାର ଘୋଷଣା

Proprietor Abhimanyu Maharana by Proprietor Abhimanyu Maharana
November 16, 2021
in ଓଡ଼ିଶା, କଟକ, ମହାନଗର, ହୋମ୍
0
ସିଲଭରସିଟି ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ – ୨୦୨୧ର ପୁରସ୍କାର ଘୋଷଣା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର , ସୋମବାର ) କଟକ :- ନବକିଶୋର ଦାସ କ୍ରିଏସନ୍ , ମଙ୍ଗଳାବାଗ କଟକ ଦ୍ଵାରା ଆୟୋଜିତ ସିଲଭରସିଟି ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭଲ ୨୦୨୧ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇ ଫଳାଫଳ ଘୋସଣା କରା ଯାଇଛି । ଏହି ଉତ୍ସବରେ କ୍ଷ୍ୟୁଦ୍ର ଚଳଚ୍ଚିତ୍ର , ମ୍ଯୁଜିକ ଭିଡିଓ ଓ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଭାଗ ନେଇଥିଲେ l ପୁରସ୍କାର ବାବଦରେ ଟ୍ରଫି ଓ ଡିଜିଟାଲ ପ୍ରମାଣ ପତ୍ର ଡାକ ମାଧ୍ଯମରେ ପ୍ରଦାନ କରାଯିବ l

ପୁରସ୍କାର ପାଇଥିବା ବ୍ଯକ୍ତି ଓ ଚଳଚିତ୍ର ମାନେ ହେଲେ , ଚଳଚ୍ଚିତ୍ର,- ଯାହା ମୁଁ କରିଛି ତାହା ମୁଁ ପାଇଛି , ନିରଥକ୍ , ମୂଷିକ ଭିଡିଓ – ତନୁ , ୱିନଟର ଗ୍ରୀ ନ , ହ୍ରୁଦୟ ମ୍ୱାରି , ସାଧବ ବୋହୁ , ହିରୋ , ଡକ୍ଯୁମେଣ୍ଟାରୀ – ବାବା ଭୂଷଣ୍ଡେଶ୍ବର , ପ୍ରାଚୀନ ରାଜଧାନୀ ଚୌଦ୍ଵାରା । ସ୍ରେଷ୍ଠ ଅଭିନେତା – ବ୍ରଜ ସିଂହ , ଅନୁପ ସାହା , ରାଗେସ ନମ୍ବୀର, ଶ୍ରେଷ୍ଠ ନିର୍ଦ୍ଦେସକ – ସମ୍ପଦ ବଡୁ , ନିବେଦନ । ଶ୍ରେଷ୍ଠ ଚିତ୍ରନାଟ୍ୟ- ସାଇ ସିଦ୍ଧାନ୍ତ ମିଶ୍ର , ବ୍ରଜ ସିଂହ ।

କ୍ୟାମେରା – ନବୀନ ଯାଦବ , ରଶ୍ମି ରଞ୍ଜନ, ଶ୍ରେଷ୍ଠ ଅଭିନେତ୍ରୀ – ଦେବଶ୍ରୀ , ବର୍ଷା । ଶ୍ରେଷ୍ଠ ଶିଶୁ କଳାକାର – ସାଇ ଅନ୍ସୁଷ୍କା ମହାରଣା ଶ୍ରେଷ୍ଠ ସାମାଜିକ ଚଳଚ୍ଚିତ୍ର – ଚେଙ୍କ , ନିରର୍ଥକ । ଶ୍ରେଷ୍ଠ ଏଡିଟିଙ୍ଗ – ଜନ୍ମେଞ୍ଜୟ ସାମଲ ,ମୁନା ମୋଦି । ଶ୍ରେଷ୍ଠ ପ୍ରଚ୍ଛଦ ସଙ୍ଗୀତ – ରତିକାନ୍ତ ବାରିକ , ମୁନl ମହାନ୍ତି । ଜୁରି ସମ୍ମାନ – ପୁରୋଷୋତ୍ତମ୍ ନାୟକ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ – ସାୟୋଜ ବାଳକୃଷ୍ଣ ,ଅଂଶୁମାନ ନନ୍ଦୀ । ଶ୍ରେଷ୍ଠ ଗାୟକ – ପ୍ରମୋଦ ପୂମାଂଲମ୍ ରାହୁଲ ଦାସ ।

ଶ୍ରେଷ୍ଠ ଗୀତିକାର – ଜ୍ୟୋତି ସାବିତ୍ରୀ ,ପୁଷ୍ପକ ପରିଡ଼ା , ଜୁରୀ ପୁରସ୍କାର – ମାନସ କୁମାର , ହ୍ଯୁମାନ୍ ସାଗର , ବିଭୂତି ଭୂଷଣ ଭାରତ , ରାଜେଶ ରାଜ , ତ୍ରିନାଥ , ସଂଜ୍ଞା ପାଢ଼ୀ । ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ନାଟ୍ୟକାର ନବକିଶୋର ଦାସ ଅଧ୍ୟକ୍ଷତା କରିଥିବାବେଳେ ସହାୟତା କରିଥିଲେ ସତ୍ୟଜିତ ପାଣି , ଡାକ୍ତର ସତ୍ୟ ଦାସ , ବିଭୂତି ଭୂଷଣ ଭାରତ , ରାଜଲକ୍ଷ୍ମୀ ଦାସ ,ରୁଦ୍ର ମହାପାତ୍ର , ବ୍ରଜ ନନ୍ଦ ଏବଂ ବିଭୂତି ମହାରଣା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

September 20, 2026
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

September 20, 2026
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version