No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ବାଙ୍କୀ :- ବାଙ୍କୀ କଚେରୀ ପଡିଆ ଠାରେ ମା ଚର୍ଚ୍ଚିକା କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ ୭ ଦିନିଆ ଆଞ୍ଚଳିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ୨୦. ଟି ୨୦. ଟି ଫାଇନା ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ରେ ଘରୋଇ ଟିମ ମା ଚର୍ଚିକା କୁ ହରାଇ ନିସ୍ତିପୁର କ୍ରିକେଟ ଟିମ ବିଜୟ ହୋଇଥିଲେ । ସୂଚନା ଥାଉକି ଆଜିର ଏହି ଫାଇନାଲ ମ୍ୟାଚ ରେ ପ୍ରଥମେ ଟଚ ଜିତି ନିସ୍ତିପୁର ବ୍ୟାଟିଂଙ୍ଗ କରିବାକୁ ନିସ୍ପତି ଗ୍ରହଣ କରି ସମସ୍ତ ଉଇକେଟ ହରାଇ ୧୯ଓଭର ୩ଟି ବଲ ଖେଳି ୧୭୩ ରନ ସଂଗ୍ରହ କରିଥିଲାଏହା ର ପ୍ରତି ବଦଳ ରେ ଘରୋଇ ଟିମ ମାଚର୍ଚ୍ଚିକା କ୍ରିକେଟ ଟିମ ସମସ୍ତ ଉଇକେଟ ହରାଇ ୧୩୩ ସଂଗ୍ରହ କରିଥିଲା ।

ଏହି ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବିଜେପି ନେତା ତଥା ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ଅତୀଥି ଭାବେ ଯୋଗଦେଇ ବିଜୟତାଙ୍କୁ ୫ହଜାର ପୁରସ୍କୃତ ରାଶି ଦେବା ସହିତ ସିଲ କରିଥିଲେ ପ୍ରଦାନ କରିଥଲେ । ରନର୍ସ ଅଫରେ ଘରୋଇ ଟିମ ମା ଚର୍ଚ୍ଚିକା କୁ ୩ହଜାର ଟଙ୍କା ଦିଆଯାଇଥିଲା । ଶେଷରେ ଆଜି ଏହି ଫାଇନାଲ ମ୍ୟାଚ ରେ ୪୭ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି କ୍ରିକେଟର ରିଣ୍ଟୁ , ମ୍ୟାନ ଅଫ ଦି ସିରିଜ ଚିକୁନ ମିଶ୍ର ଯିଏ କୀ ଆଜିର ଏହି ଫାଇନାଲ ମ୍ୟାଚ ରେ ୪ ଓଭର ରେ ୪ ଉଇକେଟ ନେବାରେ ହୋଇ ପାରିଥିଲେ ସକ୍ଷମ ।

No Result
View All Result