No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ବରଗଡ଼ :- ବରଗଡ଼ ବ୍ଲକ ଅନ୍ତର୍ଗତ କଳାପାଣି ଗ୍ରାମ ର ଜନୈକ ଯୁବ ଚାଷୀ ଏଗାର ଭୁଏ ଙ୍କ (୪୦) ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ରେ କଳା ପାଣି ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ଆଜି ଅପରାହ୍ନରେ ବରଗଡ଼ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସ°ଗକୁ ବଜ୍ରପାତ ହୋଇଥିଲା। ବଜ୍ରାଘାତ ସମୟରେ ମୃତ ଏଗାର ଭୁଏ ନିଜ ବିଲରେ କାମ କରୁଥିଲେ।
No Result
View All Result