No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ବୁଧବାର) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ଗ୍ରାମ ଠାରେ ଏକ ଟିଭିଏସ ଆପାଚେ ମୋଟର ସାଇକେଲ ଭାରସାମ୍ୟ ହରାଇ ଶଙ୍ଖ ତଳକୁ ଖସି ଯାଇଛି । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଚାଳକ ଙ୍କ ପରିଚୟ ମିଳିପାରିନାହିଁ l ଘଟଣା ସ୍ଥଳରେ ଫୁଲବାଣୀ ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପହଞ୍ଚି ତଦନ୍ତ ଅବ୍ୟାହତ ଥିବା କହିଛନ୍ତି l (ରିପୋର୍ଟ,ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result