• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରେଡ ବୁଲ୍‍ ନେମାର୍‍ ଜୁନିୟର୍‍ର ଫାଇଭ ୨୦୨୧ ଜାତୀୟ ଫାଇନାଲ ପାଇଁ ସ୍ପିଡ ଫୋର୍ସ ଯୋଗ୍ୟତା ଅର୍ଜନ କଲା

Proprietor Abhimanyu Maharana by Proprietor Abhimanyu Maharana
September 15, 2021
in ଓଡ଼ିଶା, କ୍ରୀଡ଼ା, ଖେଳ, ମହାନଗର, ହୋମ୍
0
ରେଡ ବୁଲ୍‍ ନେମାର୍‍ ଜୁନିୟର୍‍ର ଫାଇଭ ୨୦୨୧ ଜାତୀୟ ଫାଇନାଲ ପାଇଁ ସ୍ପିଡ ଫୋର୍ସ ଯୋଗ୍ୟତା ଅର୍ଜନ କଲା
Share on FacebookShare on TwitterWhatsapp

– ସହର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ୨୧ ଅଗଷ୍ଟ, ୨୦୨୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ଚାଲିଥିଲା ; ତାହାପରେ ସେପ୍ଟେମ୍ବର.୨୦୨୧ ଶେଷ ସପ୍ତାହରେ ଜାତୀୟ ଫାଇନାଲ ଅନୁଷ୍ଠିତ ହେବ

– କାତାରେ ବିଶ୍ୱ ଫାଇନାଲରେ ଦେଶର ପ୍ରତିନିଧିତ୍ୱ କରିବା ଏବଂ ସେମାନଙ୍କର ଆଦର୍ଶ ନେମାର ଜୁନିୟରଙ୍କୁ ଭେଟିବାକୁ ଆଉ ପାଦେ ନିକଟତର

ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :-  ବିଶ୍ୱସ୍ତରରେ ସୁପ୍ରତିଷ୍ଠିତ ଫାଇଭ-ଅନ୍‍-ଫାଇଭ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ  ଭୁବନେଶ୍ୱର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଚଳିତ ସେପ୍ଟେମ୍ବର ମାସ ୧୧ ଓ ୧୨ ତାରିଖରେ ଭୁବନେଶ୍ୱରସ୍ଥିତ କିଟ୍‍ ଠାରେ ଅନୁଷ୍ଠିତ ହୋଇଛି । ସହର ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତାରେ ୩୨ଟି ଦଳ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ । ଫାଇନାଲ ମ୍ୟାଚରେ ସ୍ପିଡ ଫୋର୍ସ ତ୍ରୁଟିଶୂନ୍ୟ ଭାବରେ ଖେଳି ମ୍ୟାଚକୁ ୧-୦ରେ ଜିତିବା ସହିତ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ଜାତୀୟ ସ୍ତର ଫାଇନାଲରେ ପ୍ରତିନିଧିତ୍ୱ କରିବାକୁ ନିଜ ପାଇଁ ଏକ ସ୍ଥାନ ହାସଲ କରିଛି । ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ୨୦୨୧ ସହର ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତା ୨୦୨୧ ଅଗଷ୍ଟ ୨୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହା ଚଳିତ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।

ଭୁବନେଶ୍ୱର, ଇନ୍ଦୋର, ଅହମଦାବାଦ, ଜୟପୁର, ବାଙ୍ଗାଲୋର, ଲକ୍ଷେ୍ନା  , ପୁନେ, କୋଲକାତା, ଚେନ୍ନଇ, ସିଲିଗୁଡି, ମୁମ୍ବଇ, ଦିଲ୍ଲୀ, ହାଇଦରାବାଦ, ଜଳନ୍ଧର, ଦିମାପୁର, କୋଚି, ଚଣ୍ଡିଗଡ ଏବଂ ଗୋଆ ଆଦି ୧୮ଟି ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେତା ଦଳଗୁଡିକ କାତାରଠାରେ ହେବାକୁ ଥିବା ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ୨୦୨୧ ବିଶ୍ୱ ଫାଇନାଲରେ ସ୍ଥାନ ପାଇବାକୁ ରେଡ ବୁଲ ନେମାର ଜୁନିୟରସ୍‍ ଫାଇଭ ଜାତୀୟ ଫାଇନାଲରେ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ପ୍ରତିଯୋଗିତା କରିବେ । ଏହା ସ୍ଥାନ ଓ ଅଂଶଗ୍ରହଣକାରୀଙ୍କ ଦୃଷ୍ଟିରୁ ପ୍ରତି ଦଳରେ ୫ ଜଣ ଖେଳାଳିଙ୍କୁ ନେଇ ଖେଳାଯାଉଥିବା ଦେଶର ସର୍ବବୃହତ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ହୋଇଛି ।

ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ବ୍ରାଜିଲୀୟ ତାରକାଙ୍କ ସ୍ୱାକ୍ଷର ବହନ କରୁଥିବା ପ୍ରତି ଦଳରେ ୫ ଜଣ ଖେଳାଳି ଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ’ ଯାହା ବିଶ୍ୱର ସମସ୍ତ କୋଣ ଅନୁକୋଣରୁ ୧୬ରୁ ୩୫ ବର୍ଷ ବୟସର ଖେଳାଳିଙ୍କୁ ଫୁଟବଲ ଭଳି ସେମାନଙ୍କର ସମାନ ଆଗ୍ରହ ପାଳନ କରିବାକୁ ଏକତ୍ରିତ ହେବା ସୁଯୋଗ ଦେଉଛି । ଏହା ଏକ ଦ୍ରୁତ, କୌଶଳାତ୍ମକ ଏବଂ ମଜାଦାର ପ୍ରତିଯୋଗିତା ଯେଉଁଥିରେ ପ୍ରତ୍ୟେକ ୫ ଜଣ ଖେଳାଳି ଥିବା ଏବଂ ଗୋଲ୍‍କିପର ନଥିବା ଦୁଇଟି ଦଳ ୧୦ ମିନିଟ ଧରି କଡା ପ୍ରତିଯୋଗିତା କରିଥାନ୍ତି । ଏହି ଖେଳର ବିଶେଷତ୍ୱ ହେଉଛି, ଏଥିରେ ଗୋଟିଏ ଦଳ ଦ୍ୱାରା ସ୍କୋର କରାଯାଉଥିବା ପ୍ରତ୍ୟେକ ଗୋଲ ପାଇଁ ପ୍ରତିପକ୍ଷ ଦଳର ଜଣେ ଖେଳାଳିଙ୍କୁ ପଡିଆ ଛାଡିବାକୁ ପଡିଥାଏ । ଭୁବନେଶ୍ୱରରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ସ୍ପିଡଫୋର୍ସ ବିଜୟୀ ହୋଇଥିଲା ଏବଂ ଏହା ଚଳିତ ମାସ ଶେଷ ସପ୍ତାହରେ ହେବାକୁ ଥିବା ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ଜାତୀୟ ଫାଇନାଲରେ ଭୁବନେଶ୍ୱରକୁ ପ୍ରତିନିଧିତ୍ୱ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version