No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ବାଙ୍କୀ :- ବାଙ୍କୀ ବ୍ଲକ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ସିଡିପିଓ ରୂପାଲି ମିତ୍ରଙ୍କ ତତ୍ତ୍ୱାବଧାନରେ ପୋଷଣ ଟ୍ରାକର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଷଣ ଡିଜିଟାଲ୍ ଆପ୍ ମାଧ୍ୟମରେ କିପରି ପୋଷଣ ଟ୍ରାକର କରିହେବ ସେ ସଂପର୍କରେ ପ୍ରଶିକ୍ଷକ ପ୍ରଦୀପ କୁମାର ସାହୁ, ସୁବାସ ଚନ୍ଦ୍ର ମନ୍ତ୍ରୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
୫୦ଗୋଟି ଅଙ୍ଗନୱାର୍ଡି କର୍ମୀମାନେ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ନେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ମହିଳା କ୍ଷେତ୍ର ପରିଦର୍ଶିକା ବବିତା ବେହେରା, ଅନ୍ନପୂର୍ଣ୍ଣା ପ୍ରଧାନଙ୍କ ସମେତ ସହଯୋଗ କରିଥିଲେ ।
No Result
View All Result