• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ସଙ୍କଟରେ ବାଉଁଶ କାରିଗର ପୁରୁନି ପେଟ : ଛାଡ଼ି ହେଉନି କୂଳବେଉସା – ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
April 20, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ସଙ୍କଟରେ ବାଉଁଶ କାରିଗର ପୁରୁନି ପେଟ : ଛାଡ଼ି ହେଉନି କୂଳବେଉସା – ହିଞ୍ଜିଳିକାଟୁ
Share on FacebookShare on TwitterWhatsapp

ହିଞ୍ଜିଳିକାଟୁ,ରିପୋର୍ଟ ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍‌ ) ବାଉଁଶ କାରିଗର, 20.4.2020 ଏପ୍ରିଲ, ସୋମବାର :- ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ପାଟ, ବେଲଗୁଣ୍ଠାର ପିତଳ ମାଛ ଭଳି ସ୍ଥାନୀୟ ଅଂଚଳର ବାଉଁଶ କଳାକୃର୍ତି ବେଶ୍ ଲୋକପ୍ରିୟ । ହେଲେ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁଁ ଏବେ ସଙ୍କଟରେ ବାଉଁଶ କାରିଗର । ସରକାରୀ ସହାୟତାର ଅଭାବ ସହ ପ୍ଳାଷ୍ଟିକ ବ୍ୟବହାର ଯୋଗୁଁ ବାଉଁଶ ବୁଣାଳିଙ୍କ ସ୍ଥିତି ଧିରେ ଧିରେ ଦୁର୍ଦିନ ହେବାରେ ଲାଗିଛି । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ଅଂଚଳରେ ।ଏଭଳି ସ୍ଥିତିରେ ବାଉଁଶ ବୁଣାଳି ନିଜ କୌଳିକ ବୃତି ଛାଡ଼ି ଅନ୍ୟ ବୃବସାୟକୁ ଆପଣେଇବାରେ ଲାଗିଛନ୍ତି । ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, ସୋରଡ଼ା, ଆସିକା ଭଳି ହିଞ୍ଜିଳିକାଟୁ ଅଂଚଳରେ ମଧ୍ୟ ମାଦିରି ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ମୁଖ୍ୟତଃ ବାଉଁଶକୁ ବ୍ୟବହାର କରି ବିଭିନ୍ନ ପ୍ରକାର କଳାକୃତି ସହିତ ଅନେକ ପ୍ରକାର ଗୃହ ଉପକରଣ ଦ୍ରବ୍ୟ ସେମାନେ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଏସବୁର ଚାହିଦା ଅଧିକ ଥିବା ବେଳେ ବର୍ତମାନା ତାହା ଧିରେ ଧିରେ କମିବାରେ ଲାଗିଛି । ଝିଅ ବାହାଘର ସମୟରେ ଅନେକ ଗୁଡ଼ିଏ ବାଉଁଶ ତିଆରି ସାମଗ୍ରୀ ଲୋକେ ଆଗ୍ରହ ସହକାରେ କିଣୁଥିଲେ । ହେଲେ ବର୍ତମାନ ଆଉ ସେ ସମୟ ନାହିଁ । ଆଧୁନିକତାର ଛାପରେ ହଜିବାକୁ ବସଲାଣି ବାଉଁଶ ତିଆରି ସାମଗ୍ରୀ । ପ୍ଳାଷ୍ଟିକ ନେଉଛି ବାଉଁଶ ତିଆରି ସାମଗ୍ରୀର ସ୍ଥାନ । କୌଳିକ ବୃତିକୁ ବଂଚାଇ ରଖି ହିଞ୍ଜିଳିକାଟୁ ଅଂଚଳର ଯେଉଁ କେତେକ ମୁଷ୍ଟିମେୟ ବାଊଁଶପାତି (ମେଦିରି)କାରିଗର ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଅଂଚଳର ସୁନାମ ରଖିବାରେ ସଫଳ ହୋଇ ଆସୁଛନ୍ତି ସେମାନଙ୍କ ଭାଗ୍ୟ ଆଜି ପଥର ତଳେ ରହିଯାଇଛି । ଏହି କୂଶଳୀ କାରିଗରଙ୍କ ହାତର ସ୍ପର୍ଶରେ ବାଊଁଶପାତିରେ ତିଆରି ବିଭିନ୍ନ ସାମଗ୍ରୀ ବେଶ ଆକର୍ଶଣୀୟ । ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବାରୁ ଏହି ବାଉଁଶପାତି କାରିଗର ମାନେ ନିଜର କୁଳ ବେଉସାରୁ ମୁହଁ ଫେରାଇନେବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ସହରର ବଡ଼ ହରିଜନ ସାହି, ହିଞ୍ଜିଳିକାଟୁ ସହର ନିକଟସ୍ଥ ଶ୍ୟାମଳାଇ, ବୁରୁପଡ଼ା, ପିତଳ ଏବଂ ନିକଟବର୍ତି ଅଂଚଳର ଅଧିକାଂଶ ରାଜରାସ୍ତାରେ ପେଟପାଟଣା ପାଇଁ ଅନେକ ଉଠା ଦୋକାନ କରି ନିଜନିଜ ପସରା ମେଲାଇ ଗୁଜୁରାଣ ମେଂଟାଉଛନ୍ତି । ଅପର ପକ୍ଷରେ କେହି କେହି ନିଜର କୁଳବେଉସାକୁ ଧରି ପରିବାର ପ୍ରତିପୋଷଣ ପାଇଁ ବାଉଁଶପାତି କାମକୁ ଆଦରି ନେଊଛନ୍ତି । ସକାଳୁ ସନ୍ଧ୍ୟା ଯାଏଁ ବାଉଁଶରେ ଡ଼ାଲିଆ, ଚିଡ଼ି, ତାଟ, ଡ଼ାଲାପେଢି ସମେତ ବିଭିନ୍ନ ରଙ୍ଗ ବେରଙ୍ଗର ସାମଗ୍ରୀ ତିଆରି କରି ବିକ୍ରି କଲେ ରାତିରେ ଚୁଲି ଜଳିବ । କୁଳ ବେଉସାକୁ ଆଦରି ନେଇ ସୂର୍ଯ୍ୟ ଉଇଁଲେ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ନ୍ତି ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କାର୍ଯ୍ୟରେ । ରାସ୍ତା କଡ଼ରେ ଖୋଲା ଆକାଶ ତଳେ କଠିନ ପରିଶ୍ରମ କରି ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାରର ଗୁଜୁରାଣ ମେଂଟାଇଥାନ୍ତି । କିଛି ବର୍ଷ ପୂର୍ବେ ଏହି ବାଊଁଶପାତି କାରିଗର ମାନେ ଗଞ୍ଜାମ ଜିଲ୍ଲାର ସୋରଡ଼ା, ବଡ଼ଗଡ଼, ଗାଙ୍ଗପୁର ପ୍ରମୁଖ ଅଂଚଳରୁ ବାଉଁଶକୁ କଂଚାମାଲ ରୂପେ ସଂଗ୍ରହ କରି ରାଜରାସ୍ତାରେ ରଖି ବିକ୍ରି କରୁଥିଲେ । ବର୍ତମାନ ବାଉଁଶ ମିଳିବା କଷ୍ଟକର ହୋଇପଡ଼ିଥିବା ବେଳେ ଚଢା ଦରରେ ବାଉଁଶ କିଣି ନିଜର କୌଳିକ ବୃତିକୁ ବଂଚାଇ ରଖିଥିବା ଏହି ବାଊଁଶପାତି କାରିଗର ମାନେ ନାନା ଦୁର୍ଦ୍ଧିନରେ କାଳାତିପାତ କରୁଛନ୍ତି । ସରକାରୀ ପ୍ରୋସ୍‌ôାହନ ଓ ଆର୍ଥଅଭାବରୁ ଏହି ବାଊଁଶ କାରିଗର ମାନେ ଉପରକୁ ଊଠି ପାରୁନାହାନ୍ତି । ରାସ୍ତାଖର୍ଚ୍ଚ, ପରିବହନ ଖର୍ଚ୍ଚ, କଂଚାମାଲର ଚଢାଦର ଏ କ୍ଷେତ୍ରରେ ଅନ୍ତରାୟ ହୋଇଛି । ବାଉଁଶପାତି କରିଗରମାନଙ୍କ ସନ୍ତାନମାନେ ଉଚ୍ଚଶିକ୍ଷା କରୁଥିଲେ ମଧ୍ୟ ସେମାନଙ୍କୁ ମେଦିରି ସମ୍ପ୍ରଦାୟର ଜାତିଗତ ପ୍ରମାଣପତ୍ର ମିଳୁନଥିବା ଅଭିଯୋଗ ହେଉଛି । ବାଉଁଶପାତି କାରିଗର ମାନଙ୍କୁ ସରକାରୀ ପ୍ରୋସ୍‌ôାହନ ଯୋଗାଇଦେବା ନିମନ୍ତେ ମେଦିରି ସମ୍ପ୍ରଦାୟର ବିମ୍ବାଧର ଘଡ଼ାଇ, ସୁବାଷ ନାହାକ, ପର୍ଶୁ ମଲ୍ଲିକ, ବିଶ୍ୱନାଥ ନାହାକ, ଦିଲ୍ଲି ଘଡ଼ାଇ, କାମରାଜୁ ଘଡ଼ାଇ ପ୍ରମୁଖ ଦାବୀ ଜଣାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

September 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version