• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିଲ୍ଲାରେ ଦିଗହରା ହେଉଛି ମୋ ସେବା କେନ୍ଦ୍ର ରୋଜଗାର ବଦଳରେ ଲୁଟୁଛି ବେକାର ଯୁବକ ଯୁବତୀ ମାନଙ୍କୁ

Proprietor Abhimanyu Maharana by Proprietor Abhimanyu Maharana
September 5, 2021
in ଓଡ଼ିଶା, ବରଗଡ଼, ହୋମ୍
0
ଜିଲ୍ଲାରେ ଦିଗହରା ହେଉଛି ମୋ ସେବା କେନ୍ଦ୍ର ରୋଜଗାର ବଦଳରେ ଲୁଟୁଛି ବେକାର ଯୁବକ ଯୁବତୀ ମାନଙ୍କୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶନିବାର)  ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରବିଭିନ୍ନ ଅଞ୍ଚଳରେ ଲୋକାର୍ପିତ ହେବାର ସାତମାସ ପରେ ମଧ୍ୟ ଆଗେଇ ପାରୁନି ମୋ ସେବା କେନ୍ଦ୍ରର ଭାଗ୍ୟ ଭବିଷ୍ୟତ ଗତ ମାର୍ଚ୍ଚ ମାସ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥି ଅବସରରେ, ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଓଡିଶାର ପୁର ପଲ୍ଲିର ଜନସାଧାରଣଙ୍କ ଦୁଆର ଆଗରେ ସେବା ଯୋଗାଇବା ଲକ୍ଷରେ ୫ଟି ଅର୍ନ୍ତଗତ ମାଧ୍ୟମରେ ଲୋକାର୍ପିତ କଲେ ମୋ ସେବା କେନ୍ଦ୍ର ବା ଓଡିଶା ଓ୍ୟାନ୍ ଫୋର୍ଟାଲ । ଯାହା ଦ୍ୱାରା ଓଡିଶାର ୭୦୦୦ ହଜାର ଯୁବକ ଯୁବତୀଙ୍କ ପାଇଁ ଆତ୍ମ୍ମନିଯୁକ୍ତି ସୁଯୋଗ ପାଇବେ ବୋଲି ଘୋଷଣା କରିଥିଲେ ମୂଖ୍ୟମନ୍ତ୍ରୀ । ଏହାକୁ ସୁଚାର ରୁପେ ତୁଲାଇବାକୁ ପାଇଁ ସହଜ ନାମକ ଏକ ସଂସ୍ଥା ଏହାର ଦାଇତ୍ୱ ନେଲା ।

ଯାହା ଫଳରେ ପ୍ରଥମେ ସହଜ ସଂସ୍ଥା ଗ୍ରାମ ପଂଚାୟତ ନିକଟରେ ମୋ ସେବା କେନ୍ଦ୍ର ଖୋଲାଇବା ନିମନ୍ତେ ଆଗ୍ରହି ଯୁବକ ଯୁବତିଙ୍କ ଠାରୁ ପ୍ରଥମେ ୫୦୦୦ଟଙ୍କା ନେଇ ମୋ ସେବା କେନ୍ଦ୍ର ଖୋଲାଇ ଥିଲା । କିନ୍ତୁ ପରେ ପରେ ଆହୁରି ଅତ୍ୟାଧିକ ଟଙ୍କା ଦାବି କାଲା ସହଜ । ଏହାର କାରଣ ପଚାରିଲେ ଏଇପିଏସ ଏବଂ ଆଇଆରସିଟି ସୁବିଧା ସହଜ ୱେବ୍ ସାଇଟରେ ଉପଲବ୍ଧ ଥିବାରୁ ଏହାକୁ ପଞିକରଣ କରିବା ପାଇଁ ଏହି ଅର୍ଥ ନିଆଯାଉଥିବା ଦାବି କରୁଛି ସହଜ । କିନ୍ତୁ ଅନ୍ୟ ପକ୍ଷରେ ଏହି ସେବା ଗୁଡିକ ଅତି କମ୍ ଅର୍ଥରେ ମିଳୁଛି । ତଥାପି ଏଠିକାର ଭିଏଲି ମାନେ ଏହି ଟଙ୍କା ଦେବା ନିମନ୍ତେ ରାଜି ଅଛନ୍ତି କିନ୍ତୁ ମୋ ସେବା କେନ୍ଦ୍ରର ପ୍ରତିଶୃତି ଦେଇଥିବା ସମସ୍ତ ସେବା ପ୍ରଦନ କରି ଓବ୍‌ସାଇଟ୍‌ର ଲିଙ୍କ ଦିଆଯାଇଛି ଯାହା ସାଧାରଣ ଲୋକ ମଧ୍ୟ ବ୍ୟବହାର କରିପରିବେ ତାହେଲେ ମୋ ସେବା କେଦ୍ର ଖୋଲିବାର ପ୍ରହସନ କଣ ପାଇଁ ବୋଲି ପୁଞ୍ଜି ନିବେଶ କରିଥିବା ବେକାର ଯୁବକ ଯୁବତି ପ୍ରଶ୍ନ କରିଛନ୍ତି ।

ସହଜର ଏହି ମନମୁଖୀ କାଯ୍ୟ ଏବଂ ମୋ ସେବା କେନ୍ଦ୍ର ପ୍ରତିଶୃତି ଦେଇଥିବା ପ୍ରକାରେ ବିଜୁ ସ୍ୱାସ୍ଥ୍ୟ ବିମା କାର୍ଡ ଏବଂ ତହସିଲର ସେବା ଗୁଡିକ କେବଳ ମୋ ସେବା କେନ୍ଦ୍ରରେ ଉପଲବ୍ଧ କରିବା ସକାଶେ ଶୁକ୍ରବାର ଦିନ ଗଜପତି ଜିଲ୍ଲାର ସମସ୍ତ ମୋ ସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା ଯୁବକ ଯୁବତି ଏକ ହୋଇ ଗଜପତିଜିଲ୍ଲା ଅତିରିକ୍ତ ଜିଲ୍ଳା ପାଳଙ୍କ ମାଧ୍ୟମରେ ନିଜର ଦାବି ଗୁଡିକ ମୂଖ୍ୟମନ୍ତ୍ରୀ ଏବଂ ସହଜ ସଂସ୍ଥାକୁ ଅବଗତ କରାଇଥିଲେ । ଯଦି ଦାବି ପୁରଣ ନହୁଏ ତାହାଲେ ଗତପତି ଜିଲ୍ଲାର ସମସ୍ତ କେନ୍ଦ୍ରର ଯୁବକ ଯୁବତି ଜିଲ୍ଲା ପ୍ରଶାସନ କାର୍ଯ୍ୟଳୟ ଆଗରେ ଧାରଣା ଦେବା ସହ ରାଜ ରାସ୍ତାକୁ ମଧ୍ୟ ଓହ୍ଲାଇବାକୁ  ବାଧ୍ୟହେବେ ବୋଲି ଗଣମାଧ୍ୟମକୁ କହିଛନ୍ତି l (ଗରୁଡ଼ ଧ୍ଵଜ ଚୌଧୁରୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version