• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଲକ୍‌ଡାଉନ୍ ସମୟରେ ଗ୍ରାହକମାନଙ୍କୁ ଅନଲାଇନ୍‌ ରିଚାର୍ଜର ସୁବିଧା ଦେଉଛି ଭୋଡାଫୋନ୍‌ ଆଇଡିଆ, ବ୍ୟାଙ୍କ ଏଟିଏମ୍‌ରେ ରିଚାର୍ଜ କରିହେବ

Proprietor Abhimanyu Maharana by Proprietor Abhimanyu Maharana
April 18, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
ଲକ୍‌ଡାଉନ୍ ସମୟରେ ଗ୍ରାହକମାନଙ୍କୁ ଅନଲାଇନ୍‌ ରିଚାର୍ଜର ସୁବିଧା ଦେଉଛି ଭୋଡାଫୋନ୍‌ ଆଇଡିଆ, ବ୍ୟାଙ୍କ ଏଟିଏମ୍‌ରେ ରିଚାର୍ଜ କରିହେବ
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍‌ ) ଭୋଡାଫୋନ୍‌ ଆଇଡିଆ,ଶନିବାର, ଏପ୍ରିଲ 18.4.2020 :- ଲକ୍‌ଡାଉନ୍ ସମୟରେ ଓଡ଼ିଶାବାସୀ ଯେଭଳି ଯୋଗାଯୋଗରେ ରହିପାରିବେ ସେଥିପାଇଁ ଭୋଡାଫୋନ୍ ଆଇଡିଆ ତରଫରୁ ବିଭିନ୍ନ ପ୍ରକାର ସେବାକୁ ଗ୍ରାହକମାନଙ୍କ ପାଖରେ ପହଂଚାଉଥିବା ବେଳେ ଡିଜିଟାଲ୍ ମାଧ୍ୟମରେ ରିଚାର୍ଜ କରିବାର ସୁବିଧା ପ୍ରଦାନ କରୁଛି । ଲକ୍‌ଡାଉନ୍ ଯୋଗୁଁ ଖୁଚୁରା ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଭୋଡାଫୋନ୍ ଆଇଡିଆ ତରଫରୁ ଫିଚର ଫୋନ୍ ଓ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବ୍ୟାଙ୍କ ଏଟିଏମ୍‌, ଆପ୍ ଏବଂ ୱେବସାଇଟ୍‌ ଜରିଆରେ ଶୀଘ୍ର ରିଚାର୍ଜ କରିବାର ସୁବିଧା ପ୍ରଦାନ କରୁଛି । ଏହି ପ୍ର୍ରକ୍ରିୟା ବୁଝିବାକୁ ବହୁତ ସହଜ ଓ ସରଳ । ଗ୍ରାହକମାନେ ସେମାନଙ୍କ ନମ୍ବରକୁ ଏଟିଏମ୍ ଜରିଆରେ ବ୍ୟବହାର କରିବା ବେଳେ ପ୍ରଥମେ ଏଟିଏମ୍‌ କାର୍ଟକୁ ଏଟିଏମ୍ ମେସିନ୍‌ରେ ଭର୍ତି କରିବାକୁ ହେବ । ଏହା ପରେ ରିଚାର୍ଜ ବିକଳ୍ପ ଚୟନ କରିବାକୁ ପଡ଼ିବ । ଏହା ପରେ ନିଜର ମୋବାଇଲ୍‌ ନମ୍ବର ଦେଇ ପିନ୍ ଦେବାକୁ ପଡ଼ିବ । ଯେତେ ଟଙ୍କାର ରିଚାର୍ଜ କରିବାକୁ ଚାହୁଛନ୍ତି ତାହା ଲେଖିବା ପରେ ଏଟଂର୍ ବଟନ୍ ଦବାଇବାକୁ ହେବ । ଏହା ପରେ ବ୍ୟାଙ୍କ ଖାତାରୁ ଟଙ୍କା କଟିଯିବ ଓ ଏସ୍‌ଏମ୍‌ଏସ୍ ଜରିଆରେ ତାହାର ସୂଚନା ମିଳିଯିବ । ସେହିପରି ଆପ୍ ଜରିଆରେ ରିଚାର୍ଜ କରିବାକୁ ଚାହୁଁଥିବା ଗ୍ରାହକମାନେ ମାଇଁ ଭୋଡ଼ାଫୋନ୍ ଆପ୍ ଓ ମାଇଁ ଆଇଡିଆ ଆପ୍‌କୁ ବ୍ୟବହାର କରିପାରିବେ । ଅନ୍ୟଥା ଫୋନ୍‌ପେ, ପେଟିଏମ୍‌, ଆମାଜନ୍ ଭଳି ତୃତୀୟ ପକ୍ଷର ଆପ୍ ଜରିଆରେ ମଧ୍ୟ ଫୋନ୍ ରିଚାର୍ଜ କରିହେବ । ଗ୍ରାହକମାନେ ଭୋଡାଫୋନ୍‌ର ୱେବସାଇଟ ଙ୍ଗଙ୍ଗଙ୍ଗ.ଙ୍ଖକ୍ଟୟବଲକ୍ଟଦ୍ଭର.ସଦ୍ଭ ଓ ଆଇଡିଆର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ସୟରବମରକ୍ଷକ୍ଷଙ୍କକ୍ଷବକ୍ସ.ମକ୍ଟଜ୍ଞ ଜରିଆରେ ମଧ୍ୟ ଫୋନ୍ ରିଚାର୍ଜ କରିପାରିବେ । ୱେବସାଇଟ୍‌ରେ ରିଚାର୍ଜ ବିକଳ୍ପକୁ ଚୟନ କରି ମୋବାଇଲ୍ ନମ୍ବର, ପସନ୍ଦର ରିଚାର୍ଜ ଓ ରିଚାର୍ଜ ପ୍ୟାକ୍ ଚୟନ କରି ଫୋନ୍‌କୁ ରିଚାର୍ଜ କରିହେବ । ଏଥିପାଇଁ ବିଭିନ୍ନ ମାଧ୍ୟମ ଜରିଆରେ ପେମେଂଟ୍ କରାଯାଇପାରିବ । ଡିିଜିଟାଲ୍ ମାଧ୍ୟମର ସୁବିଧା ବିଷୟରେ କଂପାନି ତରଫରୁ ଗ୍ରାହକଙ୍କୁ ସଚେତନ କରାଯାଉଛି । ସେମାନଙ୍କୁ ଭିଡିଓ ଲିଙ୍କ, ଜିଆଇଏଫ୍‌, ଡକେଟ୍‌ ଆଦି ଜରିଆରେ ସଚେତନତା ବାର୍ତା ପଠାଯାଉଛି । ମାଇଁ ଭୋଡାଫୋନ୍ ଆପ୍ ଓ ମାଇଁ ଆଇଡିଆ ଆପ୍ ଜରିଆରେ ମଧ୍ୟ ସୂଚନା ଦିଆଯାଉଛି । ଡିଜିଟାଲ୍ ମାଧ୍ୟମରେ ରିଚାର୍ଜ ଜାଣୁଥିବା ଗ୍ରାହକମାନେ ନିଜ ବନ୍ଧୁ ଓ ପରିବାର ଜନଙ୍କ ରିଚାର୍ଜ କରାନ୍ତୁ ବୋଲି କଂପାନି ଆହ୍ୱାନ ଦେଇଛି । ଏଥିପାଇଁ ରିଚାର୍ଜ ଫର ଗୁଡ୍ ଅଭିଯାନ ଆରମ୍ଭ କରିଥିବା ବେଳେ ସେମାନଙ୍କୁ କ୍ୟାସ୍‌ବ୍ୟାକ୍ ଭଳି ସୁବିଧା ପ୍ରଦାନ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

March 8, 2026
ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ

ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ

March 8, 2026
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

March 8, 2026
ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ

ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version