No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାର ) ବରଗଡ଼ :- ବରଗଡ଼ ଟାଉନ ଥାନା ପୋଲିସ ରେ କାର୍ଯ୍ୟରତ ଏସଆଇ ସୈ।ମ୍ୟକାନ୍ତ ବଲିଆରସି° ଆଜି ତାଙ୍କ ଉତ୍ତମ କାର୍ଯ୍ୟ ପାଇଁ ପୋଲିସ ପଦକ ରେ ସମ୍ମାନିତ ହୋଇଛନ୍ତି ।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଆଜି ରାଉରକେଲା ଠାରେ ଅନୁଷ୍ଠିତ ଏକ ସମାରୋହ ରେ ଏହି ସମ୍ମାନ ପ୍ରଦାନ କରିଥିଲେ । ଯୁବ ଏସଆଇ ଶ୍ରୀ ବଲିଆରସି° ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ କରୋନା ସମୟରେ ବେଶ ତତ୍ପରତା ସହ କାର୍ଯ୍ୟ କରିଥିଲେ ।
No Result
View All Result