ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଦୁଇଟି ନିର୍ଦ୍ଧିଷ୍ଟ ଅଞ୍ଚଳରେ

1-ସଠିପଦର ସାହି, ରେଙ୍ଗଟା ଗ୍ରାମ, ଲେଣ୍ଡୋ ପଞ୍ଚାୟତ, ଟାଙ୍ଗୀ ବ୍ଲକ

2-ନୁଆସାହି ଏବଂ ଆଦିବାସୀ ସାହି, ମାଣିବନ୍ଧ ଗ୍ରାମ, ମାନିବନ୍ଧ ପଞ୍ଚାୟତ, ବୋଲୋଗଡ଼ ବ୍ଲକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନପହଞ୍ଚିଥିବାରୁ ଜନସାଧାରଣ ଅତ୍ୟନ୍ତ ଦୁର୍ବିସହ ଜୀବନ ଅତିବାହିତ କରୁଥିବା ଅନୁଭୂତ କରିବା ପରେ ଏହାର ସମାଧାନ ପାଇଁ ସାଂସଦ ମହୋଦୟା ଜିଲ୍ଲାପାଳ, ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି l

ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ସାଂସଦ ମହୋଦୟା ବ୍ୟକ୍ତିଗତ ଭାବେ ଏହାର କାର୍ଯ୍ୟନୁୟାନ ତଦାରଖ କରିବେ ବୋଲି ଦୃଢୋକ୍ତି ବ୍ୟକ୍ତ କରିଛନ୍ତି l