No Result
View All Result

ଓଡ଼ିଶା ତାଜା ନିୟୁଜ୍ (୨୮ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଜନ୍ମାଷ୍ଟମୀ ଲାଗି ସ୍କୁଲରେ ଅନେକ ଛୋଟ ପିଲାମାନେ ଶ୍ରୀକୃଷ୍ଣ ପୋଷାକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥାନ୍ତି କିନ୍ତୁ କରୋନା ପାଇଁ ପ୍ରତ୍ୟେକ ସ୍କୁଲ ବନ୍ଦ ଅଛି କିନ୍ତୁ ଅନଲାଇନରେ ପ୍ରତେକ ପ୍ରତିଯୋଗିତା ହୋଇପାରୁଛି. ଏ. ଅଭିଳାଷ ପାତ୍ର, UKG-ଏ, ପ୍ରଭୁଜୀ ଇଂଲିଶ ମିଡ଼ିୟମ ସ୍କୁଲ ରେ ପଢ଼ନ୍ତି । ସେଠାରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି ।

ଜନ୍ମାଷ୍ଟମୀ ପାଇଁ ପ୍ରତିଯୋଗିତାରେ ଶ୍ରୀକୃଷ୍ଣ ପୋଷାକରେ ଫଟୋ ଉଠେଇ ସ୍କୁଲକୁ ପଠାଇଥିଲେ । ଘରେ ବିଭିନ୍ନ ଶ୍ରୀକୃଷ୍ଣ ପୋଷାକରେ ଫଟୋ ଉଠେଇ ସ୍କୁଲକୁ ପଠାଇ ଦିଆଯାଉଛି । ସ୍କୁଲ କର୍ତ୍ତୃପକ୍ଷ ଛୋଟ ପିଲା ଙ୍କର ଶ୍ରୀକୃଷ୍ଣ ପୋଷାକ ଫଟୋ ଦେଖି ବିଜେତା ଘୋଷଣା କରିଛନ୍ତି ।
No Result
View All Result