No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ବରଗଡ଼ :- ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଗୋପେଇପାଲି ଗ୍ରାମ ର ସରକାରୀ ହାଇସ୍କୁଲ କୁ ଆଜି ଜିଲ୍ଲାପାଳ ମନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ। ରାଜ୍ୟ ସରକାର ଙ୍କ ମୋ ସରକାର ୫ଟି ସ୍କୁଲ ଏବଂ ମୋ ସ୍କୁଲ ଯୋଜନାରେ ଅନ୍ତର୍ଭୁକ୍ତ ଗୋପେଇପାଲି ସରକାରୀ ହାଇସ୍କୁଲ ର ନବ ନିର୍ମିତ ୫ଟି ଆଇସିଟି ଲେବ,

ଶ୍ରେଣୀ ଗୃହ, ହଲ୍ ଏବଂ ସ୍କୁଲ ର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ତାରିଖ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ସମେତ ସ୍କୁଲ କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ। (ସତ୍ୟ ନାରାୟଣ ପ୍ରଧାନ )

No Result
View All Result