ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତୀ ଙ୍କ କୋରାପୁଟ ଓ ମାଲକାନଗିରି ଗ୍ରସ୍ତ : କୋରାପୁଟ ଠାରେ ମାଛରା ଗଭୀର ନଳକୂପ ପ୍ରକଳ୍ପ ର ଶୁଭ ଉଦଘାଟନ

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଓଡିଶା ଉଠା ଜଳସେଚନ ମାଲକାନଗିରି ଜିଲ୍ଲା ଗସ୍ତ କ୍ରମରେ ଆଜି ବିକାଶ ଯୋଜନାରେ ନିର୍ମିତ ଗଭୀର ନଳ ସହିତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଧ୍ୟକ୍ଷ ଶ୍ରୀ ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ପତ୍ରୀ, ବିଧାୟକ ଶ୍ରୀ ପଡାଲ, ପଟାଙ୍ଗୀ ବିଧାୟକ ଶ୍ରୀ ପ୍ରୀତମ ପାଢୀ କୋରାପୁଟ ଜିଲ୍ଲା ପରିଷଦ ସଭାପ ଜିଲ୍ଲାରେ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ପ୍ରକଳ୍ପଗୁଡିକ ଦ୍ୱାରା କିପରି ଅଧିକରୁ ଅଧିକ କୃଷକ ଉପକୃତ ହୋଇପାରିବେ ଦେଇଥିଲେ ।

ରାଜ୍ୟରେ କୃଷିର ବିକାଶ ଓ କୃଷକମାନଙ୍କ କଲ୍ୟାଣ ପାଇଁ ଯୋଗାଇଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର କାର୍ଯ୍ୟକ୍ରମ ଆଧାରରେ ଶେଷ କରିବା, ଜଳ ପରିଚାଳନା ନିମନ୍ତେ ତ ହେବାକୁ ଶ୍ରୀ ପତ୍ରୀ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ େ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହି ଗସ୍ତ ସମୟରେ ବୋର ୱେଲ୍ ପ୍ରକଳ୍ପ ପରିଦର୍ଶନ କରିବା ସହିତ ଗ୍ରାମ ପଂଚାୟତ ଗସ୍ତ କରି ସିଙ୍ଗଲ ବେଂଜ ଗ୍ରାମଠାରେ ନ ଜିଲ୍ଲାର କାଲିମେଳା ବ୍ଲକର ଏମ୍‌.ଭି.୪୧ ଗ୍ରାମରେ କ୍ଲଷ୍ଟର ଡିପ୍ ବୋର ୱେଲ୍ ( ପୁଞ୍ଜ ଗଭୀର ସେଚ କୂପ ) ମଧ୍ୟ ପରିଦର୍ଶନ କରିଥିଲେ ।

ଏହି ଗସ୍ତ କାର୍ଯ୍ୟକ୍ରମରେ ଦାସ, ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର, ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀମାନେ ୮୫୯-୨୪/୦୮/୨୦୨୧ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀଙ୍କ କୋରାପୁଟ ଓ ମାଲକାନଗିରି ଗସ୍ତ କୋରାପୁଟ ଠାରେ ମାଛରା ଗଭୀର ନଳକୂପ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ୨୪.୦୮.୨୦୨୧ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୪ କ୍ରମରେ ଆଜି କୋରାପୁଟ ଜିଲ୍ଲାର ମାଛରା ଗ୍ରାମ ପରିଦର୍ଶନ କରି ଗଭୀର ନଳକୂପ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ ।

ଏହି ଉଦ୍‌ଘାଟନ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ ଏବଂ ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଓ.ଏଲ୍‌.ଆଇ.ସି ଅଧ୍ୟକ୍ଷ ଶ୍ରୀ ଡାଲ, ପଟାଙ୍ଗୀ ବିଧାୟକ ଶ୍ରୀ ପ୍ରୀତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ସଭାପତି ତୁଳସୀ କିରସାନୀ ଏବଂ ଉଠାଜଳସେଚନ ବିଭାଗ ଯନ୍ତ୍ରୀମାନଙ୍କ ସହିତ ଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ବୈଠକରେ ଆଲୋଚନା କରି ବିଭିନ୍ନ ୍ୱାରା କିପରି ଅଧିକରୁ ଅଧିକ କୃଷକ ଉପକୃତ ହୋଇପାରିବେ, ସେ ଦିଗରେ ଆବଶ୍ୟକ ପରାମର୍ଶ ରାଜ୍ୟରେ କୃଷିର ବିକାଶ ଓ କୃଷକମାନଙ୍କ କଲ୍ୟାଣ ପାଇଁ ସବୁ ଜମିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବା ବେଳେ କାର୍ଯ୍ୟକ୍ରମ ଆଧାରରେ ନିର୍ମାଣାଧିନ ଉଠାଜଳସେଚନ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରତି ସମୟସୀମା ମଧ୍ୟରେ ପରିଚାଳନା ନିମନ୍ତେ ତଦାରଖ ଓ ଜଳସେଚନ ସମ୍ବନ୍ଧିତ ସମସ୍ୟାର ସମାଧାନ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଗସ୍ତ ସମୟରେ ଅଗଷ୍ଟ ୧୯ ତାରିଖରେ କୋରାପୁଟ ବ୍ଲକରେ ବିଭିନ୍ନ କ୍ଲଷ୍ଟର ଡିପ୍‌ ର୍ଶନ କରିବା ସହିତ ୨୨ ତାରିଖରେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ସ୍ଥିତ ଆମ୍ବଗୁଡା ଗ୍ରାମ ପଂଚାୟତ ଗସ୍ତ କରି ସିଙ୍ଗଲ ବେଂଜ ଗ୍ରାମଠାରେ ନଦୀ ପାଶ୍ୱର୍ ଉଠାଜଳସେଚନ ପ୍ରକଳ୍ପ ପରି ଜିଲ୍ଲାର କାଲିମେଳା ବ୍ଲକର ଏମ୍‌.ଭି.୪୧ ଗ୍ରାମରେ କ୍ଲଷ୍ଟର ଡିପ୍ ବୋର ୱେଲ୍ ( ପୁଞ୍ଜ ଗଭୀର ସେଚ କୂପ ) ଏହି ଗସ୍ତ କାର୍ଯ୍ୟକ୍ରମରେ ଉଠାଜଳସେଚନ ନିଗମ କୋରାପୁଟ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର, ଏଷ୍ଟିମେଟର ତଥା ସହକାରୀ ଯନ୍ତ୍ରୀ ବିଜୟ କୁମାର ମହାରଥା, ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।