No Result
View All Result
୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅଭିଯେ।ଗ ପରେ ଗତ କିଛିଦିନ ଧରି ବିବାଦୀୟ ହୋଇ ପଡ଼ିଥିବା ରାଜ୍ୟ ସରକାରଙ୍କ ମିଶନଶକ୍ତି ସଚିବ ସୁଜାତା ରାଉତ କାର୍ଯ୍ୟର୍କେୟନ ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି ।
ମିଶନଶକ୍ତିର ୭୦ଲକ୍ଷ ମହିଳାଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରୁଥିବା ଦର୍ଶାଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ନିର୍ବାଚନ କମିଶନ ସୁଜାତାଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

No Result
View All Result