• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜଣେ ଅଦ୍ଵିତୀୟ ଛାତ୍ରନେତା ରାକେଶ ହାତୀ

Proprietor Abhimanyu Maharana by Proprietor Abhimanyu Maharana
August 18, 2021
in ଓଡ଼ିଶା, ବରଗଡ଼, ହୋମ୍
0
ଜଣେ ଅଦ୍ଵିତୀୟ ଛାତ୍ରନେତା ରାକେଶ ହାତୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର)  ପଦ୍ମପୁର :- ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ନିଜ ପାଇଁ ନୁହେଁ ସମାଜ ପାଇଁ କିଛି କରିଛନ୍ତି ଓ ଏହି ଉକ୍ତିଟିକୁ ନିଃସ୍ଵାର୍ଥପର ସେଵା କରିବା ହେଉଛି ମାନବିକ ମୂଲ୍ୟବୋଧର ଅସଲ ପରିଚୟ ବହନ କରିଛନ୍ତି ରାକେଶ କୁମାର ହାତୀ l ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ର ଏକ ଅଖ୍ୟାତ ପଲ୍ଲୀର ହାତିପାଲି ଗାଁର ଏକ ଗରିବ ଚାଷୀ ପରିବାରରେ ୨୦୦୧ ମସିଆ ଅପ୍ରେଲ ମାସ ୧୫ ତାରିଖରେ ତାଙ୍କର ଜନ୍ମ । ଗାଁ ସ୍କୁଲରେ ତୃତୀୟ ଶ୍ରେଣୀ ପାଠ ପଢ଼ିସାରିବା ପରେ ୩ୟ ଶ୍ରେଣୀ ପଢିବା ପାଇବା ପରେ ଭେଡେନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ନାମ ଲେଖାଇଥିଲେ l

କିନ୍ତୁ ପାରିବାରିକ ସମସ୍ୟା ଆର୍ଥିକ ସ୍ଥିତି ଆହୁରି ଧୀରେ ଧୀରେ ଦୁର୍ବଳ ହେବାରୁ ପୂର୍ଣ୍ଣାଙ୍ଗ ଶିକ୍ଷାରୁ ସେ ବଞ୍ଚିତ ହୋଇଥିଲେ ପୁଣି ନବମ ଶ୍ରେଣୀ ରେ ରେଶମ ହାଇସ୍କୁଲରେ ପାଠ ପଢିଲେ ଓ ପରେ ରେଶମ କଲେଜରେ ଯୁକ୍ତ ୨ ପାଠ ପଢି ସାରିବା ପରେ ଇଚ୍ଛାଥିଲା ସୁଦୂର ରାଜଧାନୀ ରେ ପାଠ ପଢ଼ିବାର କିନ୍ତୁ ଭଗବାନଙ୍କ ଇଛା ଆଉ ଅନ୍ୟ କିଛି ସମୟ ସ୍ରୋତରେ ଭାସି ଭାସି କାଳର କରାଳ ଚକ୍ରରେ ଘାଣ୍ଟି ହୋଇ ବର୍ତ୍ତମାନ ସେ ବରପାଲି ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନରତ ଛାତ୍ର l

ଛାତ୍ର ଜୀବନରେ ତାଙ୍କର ପାଠ ପଢ଼ାରେ ସେ ବେଶ ନିପୁଣ,ପାଠ ପଢିବା ସହିତ ସମାଜ ସେବାରେ ପ୍ରତିଟି ମୁହୂର୍ତ୍ତ ନିଜକୁ ଉତ୍ସର୍ଗୀକୃତ କରିଦେଇଥିବା ହେତୁ କଲେଜରେ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀ ଙ୍କ ସମେତ ଅଧ୍ୟାପକ ,ଅଧ୍ୟାପିକା ଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି l ଦିନ ହେଉ ଅବା ରାତି ଛୁଟି ଯାଆନ୍ତି ଅନ୍ୟର ଅସୁବିଧା ଦେଖିଲେ ବୀର ଦର୍ପରେ l ନିଜର ଅଜାଙ୍କ ନାମରେ ଥିବା ଜମି ଖଣ୍ଡକ ମଧ୍ୟ ବନ୍ଧା ପକାଇ ଦେଇଛନ୍ତି l ସବୁବେଳେ ଲୋକଙ୍କ ସମସ୍ୟରେ ସହଭାଗୀ ହେଉଥିବା ମଣିଷ ପରି ମଣିଷଟିଏ ଯିଏ ରହି ପାରନ୍ତି ନାହିଁ ଅନ୍ୟଙ୍କ ଆଖିରେ ଲୁହ,ସ୍ୱାସ୍ଥ୍ୟ ସମସ୍ୟା ହେଉ ପାଣି ପାଇଁ ଲୋକେ ହାହାକାର ହେଉଥିବା ସମସ୍ୟା ହେଉ ସବୁବେଳେ ସରକାରଙ୍କ ଦୃଷ୍ଟି କୁ ଆଣି ଲୋକଙ୍କ ସୁବିଧା ସହଯୋଗରେ ଛିଡା ହୋଇଯାଆନ୍ତି l

ଗାଁ ର ଅନେକ ସମସ୍ୟା ଗୋଟିଏ ସୋଲାର ୱାଟର ପ୍ରୋଜେକ୍ଟ ୬୫ କେଭି ର ବିଦ୍ୟୁତ ଟ୍ରାନ୍ସଫର୍ମର ନିଜେ ଛିଡା କରି ପାରିଛନ୍ତି ଏପରି ଅନେକ କିଛି ସାମୁହିକ କାର୍ଯ୍ୟରେ ତାଙ୍କର ଅନନ୍ୟ ଅବଦାନ ରହି ଆସିଛି l ଠିକ ସେହିପରି ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରୁ ନିଜ ଗାଁ କୁ ରାସ୍ତାଟିଏ ନଥିଲା ନିଜ ଉଦ୍ୟମରେ ଗାଁ କୁ ସିଧା ରାସ୍ତାଟିଏ ତିଆରି କରିଛନ୍ତି ଯଦ୍ୱାରାକି ଗାଁ ର ଶହ ଶହ ଲୋକ ଉପକୃତ ହେଉଛନ୍ତି l ଅଞ୍ଚଳରେ ସରକାରୀ ସୁବିଧାରୁ ବଂଚିତ ତଥା ଅନେକ ଅସହାୟ ଲୋକଙ୍କୁ ଭତ୍ତା ଖଣ୍ଡେ ଲେଖାଏଁ କରାଇ ପାରିଛନ୍ତି l

ନିଜ ଗାଁ ରେ ହେଉ ଅବା ନିଜ ଅଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟଗତ ଅସୁବିଧା ନେଇ ଯାଆନ୍ତି ଉଚ୍ଚତର ଚିକିତ୍ସା ପାଇଁ ସୁଦୂର କଟକ କୁ ଏପରିକି ରକ୍ତ ସମସ୍ୟା ହେଉ କିମ୍ବା ବର୍ତ୍ତମାନ ଭଳି କୋଭିଡ ମହାମାରୀ ସମୟରେ ଲୋକଙ୍କ ପାଖକୁ ନିଜ ଲୋକ ବି ପହଞ୍ଚୁ ନଥିବା ସମୟରେ ନିଜେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ସାଙ୍ଗରେ ନେଇ ଯାଆନ୍ତି ତଥା ନିଜ ଅଞ୍ଚଳରେ ଅସହାୟ ଙ୍କ ଶବ ସତ୍କାର ପାଇଁ ଦିନ ରାତି ଛିଡା ହୋଇଯାଆନ୍ତି l

ରାକେଶ କୁହନ୍ତି “ସମାଜ ସେବାରେ କୌଣସି ପର୍ବ ନଥାଏ “ଜନସାଧାରଣଙ୍କ ସାଥିରେ ରହି ଉଚ୍ଛ୍ବସିତ ସେବାର ସମର୍ପତ ହେବାର ଅନ୍ୟ କିଛି ଅନୁଭୂତି ଓ ଆତ୍ମତୃପ୍ତି ମିଳିଥାଏ l ଭାରତ ବର୍ଷରେ ଜନ୍ମ ନେଇଛି,ଜଣେ ନାଗରିକ ର କର୍ତ୍ତବ୍ୟ ପାଳନ କରୁଛି ବାସ l ତାଙ୍କର ଏହି ମହତ କାମ ଗୁଡିକ ପାଇଁ ବର୍ତ୍ତମାନ ସେ ସବୁଆଡେ ଏକ ଘରେ ଘରେ ପରିଚିତ ଚେହେରା ଓ ତାଙ୍କର ଏହି କାମ ଗୁଡିକୁ ସମସ୍ତେ ଭୂରି ଭୂରି ପ୍ରଶଂଶା କରିଛନ୍ତି l (ରିପୋର୍ଟ – ନିରୋଜ କୁମାର ପାଣୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version