ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ଶ୍ରୀମତୀ ବିଷ୍ଣୁ ପ୍ରିୟା ସ୍ୱାଇଁଙ୍କର ଯଥା ସି ଵି ଆଇ କଲୋନୀ, ଇଉନିଟ -8, ନୟାପଲ୍ଲୀ,ଭୁବନେଶ୍ୱର ଙ୍କ ଘରେ ଆଜି ସଧ୍ୟାରେ ବ୍ରହ୍ମକମଳ ଫୁଲ ଫୁଟିଛି ସେହି ଅଞ୍ଚଳରେ ବ୍ରହ୍ମକମଳ ଫୁଲ ଦେଖିଵା ପାଇଁ ଲୋକଙ୍କ ଭିଡ ଜମିଥିଲା l ଶ୍ରୀମତୀ ବିଷୁ ପ୍ରିୟା ସ୍ୱାଇଁ ଙ୍କ ବାଡ଼ିରେ ଗତ ମାସେ ଭିତରେ ତିନି -ଚାରି ଥର ବ୍ରହ୍ମକମଳ ଫୁଲ ଫୁଟି ଥିବାର ଖବର ମିଳିଛି l

ଆମେ ଶୁଣିଛେ ବ୍ରାହ୍ମକମଳ ଯାହା ବଗିଚା ଵା ବାଡ଼ିରେ ଫୁଟେ ସେହି ପରିବାର ଉପରେ ବିଷ୍ଣୁ ମହାଦେବ ଅଥବା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ଶୁଭ ଦୃଷ୍ଟି ରହିବା ଶହିତ ଏହି ଫୁଲଟି ବଡ ଠାକୁର ଙ୍କର ସ୍ଥିତି ପ୍ରିୟ ଫୁଲ ଅଟେ l ସଦାସର୍ବଦା ପରିବାର ର ମଙ୍ଗଳ ହୁଏ ଏବଂ ବିଶେଷ ସୂତ୍ରରୁ ଜଣାପଡୁଛି ଯେ ଆଜି ଫୁଟି ଥିଵା ବ୍ରହ୍ମହକମଳ ଫୁଲ କୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କୁ ଅର୍ପଣ କରିବର ଵେବସ୍ତା ଅଛି l ଜୟ ଜଗନ୍ନାଥ