• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଦ୍ୟୁତ ବିଭାଗ ଦାଇତ୍ୱ ହୀନତା ଓ ପଞ୍ଚାୟତ ପକ୍ଷରୁ ବିଦ୍ୟୁତ ବିଲ ପୈଠ ନକରିବାରୁ କୁସୁପଙ୍ଗି ପଞ୍ଚାୟତ ରେ ଦୀର୍ଘ ୪ଦିନ ହେବ ପିଇବା ପାଣି ରୁ ବଞ୍ଚିତ ହୋଇଛନ୍ତି ୧୫ହଜାର ରୁ ଉର୍ଦ୍ଧ ଲୋକ

Proprietor Abhimanyu Maharana by Proprietor Abhimanyu Maharana
August 14, 2021
in ଓଡ଼ିଶା, କଟକ, ଦେଶ, ହୋମ୍
0
ବିଦ୍ୟୁତ ବିଭାଗ ଦାଇତ୍ୱ ହୀନତା ଓ ପଞ୍ଚାୟତ ପକ୍ଷରୁ ବିଦ୍ୟୁତ ବିଲ ପୈଠ ନକରିବାରୁ କୁସୁପଙ୍ଗି ପଞ୍ଚାୟତ ରେ ଦୀର୍ଘ ୪ଦିନ ହେବ ପିଇବା ପାଣି ରୁ ବଞ୍ଚିତ ହୋଇଛନ୍ତି ୧୫ହଜାର ରୁ ଉର୍ଦ୍ଧ ଲୋକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ବାଙ୍କୀ :- ଡମପଡା ବ୍ଲକ କୁସୁପଙ୍ଗି ପଞ୍ଚାୟତ ପକ୍ଷରୁ ୭ଲକ୍ଷ ଟଙ୍କା ବକାୟା ବିଦ୍ୟୁତ ବିଲ ପୈଠ କରି ନକରିବାରୁ ଦୀର୍ଘ ୪ଦିନ ହେବ ପିଇବା ପାଣି ରୁ ବଞ୍ଚିତ ହେଉଛନ୍ତି ୧୫ହଜାର ଲୋକେ ଘଟଣା କୁ ନିନ୍ଦା କଲା ବିଜେପି ।ବିଦ୍ୟୁତ ବିଭାଗ ର ଦାଇତ୍ୱ ହୀନତା ରୁ ଆଜି ଏତେ ଟଙ୍କା ପର୍ଯ୍ୟନ୍ତ ପଇସା ବିଲ ବାକି ରହିଛି ଯଦି ପ୍ରତ୍ୟେକ ମାସ ରେ ସଠିକ ପଇସା ଆଦାୟ କରାଯାଇଥାନ୍ତା ତେବେ ଆଜି ଏହି ପରିସ୍ଥିତି ଉପୁଜିନଥାନ୍ତା ବୋଲି କିଛି ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ। ହଠାତ ବିଦ୍ୟୁତ ବିଭାଗ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କୁ ବକେୟା ବିଦ୍ୟୁତ ବିଲ ମାଗିବାରୁ ବିଦ୍ୟୁତ୍ ବିଲ୍ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଜମା କରିନଥିବାରୁ ବିଦ୍ୟୁତ ବିଭାଗ ବାଧ୍ୟ ହୋଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିବା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ ଗ୍ରାମପଞ୍ଚାୟତ କୁ ଅର୍ଥ କମିଶନରୁ ଆସୁଥିବା ଅନୁଦାନରୁ ବିଦ୍ୟୁତ ବିଲ୍ ଦାଖଲ କରିବାକୁ ନିୟମ ଥିବା ବେଳେ କୁସୁପଙ୍ଗି ଗ୍ରାମର ସରପଞ୍ଚ ଶ୍ରୀମତୀ ପରିଡା କାହିଁକି ଜମା କରିନାହାଁନ୍ତି ବୋଲି ବିଜେପି ବିଧାୟକ ପ୍ରାଥିଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରଶ୍ନ ପଚାରିବା ସହ ତଦନ୍ତ ଦାବି କରିଛନ୍ତି । ଅର୍ଥ କମିଶନର ଅନୁଦାନ ପଞ୍ଚାୟତ ଖାତାରେ କିଛି ଟଙ୍କା ନଥିବାରୁ ବିଦ୍ୟୁତ୍ ବିଲ୍ ଦେଇ ହୋଇନାହିଁ ବୋଲି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ କହିଛନ୍ତି ।ବିଦ୍ୟୁତ ବିଭାଗ କିପରି ଏତେ ଟଙ୍କା ଏତେ ଦିନ ପର୍ଯ୍ୟନ୍ତ ଆଦାୟ ନକରି ହଠାତ ଆସି କିପରି ପମ୍ପ୍ ହାଉସରୁ ବିଦ୍ୟୁତ୍ ସଂଯୋଗ କାଟି ଦେଇଥିବାରୁ ୧୫ହଜାର ଲୋକ

ପିଇବା ପାଣି ପାଇବାରୁ ବଞ୍ଚିତ ହେବାରୁ ଆଜି ବାଧ୍ୟ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ଗ୍ରାମବାସୀମାନେ ଘେରି ପମ୍ପ ପଏଣ୍ଟ କୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଅଧିକାରୀ ଙ୍କୁ ବାଧ୍ୟ କରିଥିଲେ । ଡମପଡ଼ା ବ୍ଲକର କୁସୁପଙ୍ଗି ପଞ୍ଚାୟତରେ ଜଳ ଯୋଗାଣ ବାବଦକୁ ୨୧ଲକ୍ଷ୍ ୪୦ହଜାର ଟଙ୍କାର ବକେୟା ବିଦ୍ୟୁତ୍ ଵିଲ ଦିଆ ଯାଇନଥିବା ବିଶେଷ ସୂତ୍ର ରୁ ସୂଚନା ବେଳେ ମାତ୍ର ବାଙ୍କୀ ଉପଖଣ୍ଡ ବିଦ୍ୟୁତ ଅଧିକାରୀ ସୋମ୍ୟ ମହାପାତ୍ର ପ୍ରକାଶ କରିଛନ୍ତି ୭ଲକ୍ଷ ଟଙ୍କା ବକୟା ବିଲ ବାକି ଅଛି ମାତ୍ର କେଉଁ କଥା ସତ ତାହା ତଦନ୍ତ ରୁ ଜଣା ପଡିବ ବୋଲି ଡମପଡା ବିଜେପି ମଣ୍ଡଳ ସଭାପତି ବିନୋଦ ଦାସ ପ୍ରକାଶ କରିଛନ୍ତି। ବିଦ୍ୟୁତ୍ ସଂଯୋଗ ଗତ ୧୦ତାରିଖରୁ ବିଛିନ୍ନ କରାଯାଇଛି ଫଳରେ କୁସୁପଙ୍ଗି ଗ୍ରାମର ପମ୍ପ୍ ହାଉସ୍ ଅଚଳ ହୋଇ ଯିବାରୁ ପିଇବା ପାଣି ଯୋଗାଣ ହୋଇ ପାରୁନାହିଁ ।

ଫଳରେ ଗ୍ରାମର ବହୁ ୱାର୍ଡ ର ଜଳ ସଙ୍କଟ ରେ ହନ୍ତ ସନ୍ତ ହେଉଛନ୍ତି।ଆଜି ଲୋକ ଆସିି ଜାତମୁଣ୍ଡିଆ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ଆଗରେ ହୋ ହାଲ୍ଲା କରିବା ସହିତ ତୁରନ୍ତ ପାଣି ଯୋଗାଇ ଦେବାପାଇଁ ଦାବୀ କରିଥିଲେ । କୁସୁପଙ୍ଗି ଗ୍ରାମର ଗଗନ ବିହାରୀ ବେଉରା, ସନ୍ତୋଷ କୁମାର ବେଉରା ,ବିକ୍ରମ ବେଉରା, ନରେଶ ଚନ୍ଦ୍ର ବେଉରା, ହରମୋହନ ବଳବନ୍ତରାୟ, ମାନସ ବେଉରା ପ୍ରମୁଖ ପହଞ୍ଚି ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବାକୁ ଦାବି କରିଥିଲେ।ଏ ସମ୍ପର୍କରେ କୁସୁପଙ୍ଗି ସରପଞ୍ଚ ପୁଷ୍ପଲତା ପରିଡା ଙ୍କୁ ପଚରିବାରୁ ସେ କହିଲେ ବାସ୍ତବିକ ଏହା ଦୁଃଖଦ ଘଟଣା ବିଦ୍ୟୁତ୍ ବିଭାଗ ର ସହ କେତେକ ବିଲ ପୈଠ ଘଟଣା ରେ ଭୁଲ ବୁଝାବଣା ରୁ ବିଦ୍ୟୁତ୍ ସଂଯୋଗ ପାନୀୟ ଜଳପମ୍ପ ହାଉସ ରୁ କଟାଯାଇଛି।ବାସ୍ତବିକ ସମସ୍ୟା ହେଲା ୨୦୧୭ ମସିହା ରେ ମୁଁ ଦାଇତ୍ୱ ରେ ଯୋଗ ଦେଲା ପରେ ବିଦ୍ୟୁତ୍ ବକେୟା ଵିଲ ପୂର୍ବତନ ସରପଞ୍ଚ ୭ଲକ୍ଷ ଟଙ୍କା ବାକି ରଖିଥିଲେ।

୨୦୧୭,୧୮,୧୯ପର୍ଯ୍ୟନ୍ତ ଆମର ପଞ୍ଚାୟତ ପକ୍ଷରୁ ପ୍ରଦତ୍ତ ଅର୍ଥ ରୁ ପ୍ରତ୍ୟେକ ମାସ ର ବିଦ୍ୟୁତ୍ ଵିଲ ପୈଠ ହୋଇଥିଲା।ମାତ୍ର ୨୦୨୦ କୋଭିଡ ସମୟରେ ସରକାର କହିଥିଲେ ସମସ୍ତ ପଞ୍ଚାୟତ ଅର୍ଥ କୋଭିଡ ସମୟରେ କୋଭିଡ ପାଇଁ ଖର୍ଚ୍ଚ କର ଓ ସରପଞ୍ଚ ଦାଇତ୍ୱ ନେବା ପରେ ପଞ୍ଚାୟତ ରେ ଜଳସ୍ତର ହ୍ରାସ ଯୋଗୁଁ ପଞ୍ଚାୟତ ପକ୍ଷରୁ ମାର୍ଚ୍ଚ, ଅପ୍ରେଲ, ମେ ମାସ ରେ ପାଣିଗାଡି ସାହାଯ୍ୟ ରେ ସମସ୍ତ ୱାର୍ଡ କୁ ଯୋଗେଇ ଥାଏ ମାତ୍ର ଉକ୍ତ ତିନି ମାସ କିପରି ଆମ ପଞ୍ଚାୟତ ର ଵିଲ ଅନ୍ୟ ମାସ ରେଗୁଲାର ଵିଲ ପରି କିପରି ଆସୁଛି ଆମ୍ଭେ ତ ଉକ୍ତ ମାସ ରେ ପାଣି ପମ୍ପ ହାଉସ ଚଲେଇ ନାହୁଁ କିପରି ବିଦ୍ୟୁତ ଵିଲ ଉକ୍ତ ମାସ ରେ ଜାନୁଆରୀ ,ଫେବୃଆରୀ ମାସ ରେ ଆସିଥିବା ଵିଲ ସହ ସମାନ ଏ ସମ୍ପର୍କରେ ବାରମ୍ବାର ତତ୍କାଳୀନ ବିଦ୍ୟୁତ୍ ବିଭାଗ

ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବରାଳ ଙ୍କୁ ଅବଗତ କରେଇଥିଲେ ବି ଯନ୍ତ୍ରୀ ମହୋଦୟ କୌଣସି ସମାଧାନ ନକରି ପରେ କଥା ହେବା କହି ବାରମ୍ବାର କଥାକୁ ଟାଲି ଦେଉଥିଲେ।୨୦୨୧ ମସିହାରେ ଆମର ଜୁନ ପର୍ଯ୍ୟନ୍ତ ଵିଲ ପୈଠ ଥିଲା ବେଳେ ହଠାତ ଆମ୍ଭ ପଞ୍ଚାୟତ ବିଦ୍ୟୁତ୍ ଲାଇନ ବିନା ସୂଚନା ରେ କାଟିବା ବାସ୍ତବିକ ଦୁର୍ଭାଗ୍ୟ ଜନକ।ଜୁନ ମାସ ର ଵିଲକନିଷ୍ଠ ଯନ୍ତ୍ରୀ ବରାଳ କମ୍ପ୍ୟୁଟରରେ ଲୋଡ଼ କରିନଥିବା ଚିନ୍ତା ର ବିଷୟ ଆଜି ସମସ୍ତ ଵିଲ କୁ ତର୍ଜମା କରାଯାଇ ପୁରୁଣା ଵିଲ କୁ ଦେଖାଇ ଦୁଇ ଲକ୍ଷ ଟଙ୍କା ର ବିଲ ପୈଠ କରାଯାଇ ଛି ଓ ବକେୟା ଵିଲ ର ଭୂଲ କୁ ଦର୍ଶାଇ ତାହାର ସମାଧାନ କରି ସଠିକ ବିଦ୍ୟୁତ୍ ଵିଲ ପଞ୍ଚାୟତ ପକ୍ଷରୁ ପୈଠ କରାଯିବ।ସୂଚନା ଯୋଗ୍ୟ ଆଜି ସନ୍ଧ୍ୟା ବେଳେ ବାଙ୍କୀ ଉପଖଣ୍ଡ ବିଦ୍ୟୁତ୍ ଅଧକାରୀ ମହାପାତ୍ର ନିର୍ଦେଶ ରେ ପାଣି ପମ୍ପ ମାନଙ୍କୁ ପାନୀୟ ଜଳ ଯୋଗାଣ କରାଯାଇଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026
ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

May 10, 2026
ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।

ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।

May 10, 2026
Malabar Gold & Diamonds unveils its Bridal Show Campaign at its Bhubaneswar Showroom

Malabar Gold & Diamonds unveils its Bridal Show Campaign at its Bhubaneswar Showroom

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026
ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version